ଯୁବକଙ୍କ ଦଗ୍ଧ ମୃତଦେହ ଉଦ୍ଧାର, ପୋଡ଼ା ସ୍କୁଟିକୁ ଉଦ୍ଧାର କରିଛି ପୋଲିସ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ଫାଣ୍ଡି ଜୀଙ୍କ ନଗର ନବୋଦୟ ବିଦ୍ୟାଳୟ ବାଉଣ୍ଡରି ପଛ ପଟେ ଯୁବକଙ୍କ ପୋଡ଼ା ଶବ ଉଦ୍ଧାର । ତା ସହ ଏକ ପୋଡ଼ା ସ୍କୁଟି କୁ ମଧ୍ୟ ଉଦ୍ଧାର କରିଛି ପୋଲିସ ।ତେବେ ଯୁବକ ଜଣକ କିଏ ଓ କେଉଁ ସ୍ଥାନର ,କିଏ କାହିଁକି ଏପରି ଘଟଣା ଘଟାଇଲ କିଛି ଜଣା ପଡି ନାହିଁ । ପାଖକୁ ଗଲା ପରେ ସେଠାରେ ଏକ ସ୍କୁଟି ସହ ଯୁବକ […] The post ଯୁବକଙ୍କ ଦଗ୍ଧ ମୃତଦେହ ଉଦ୍ଧାର, ପୋଡ଼ା ସ୍କୁଟିକୁ ଉଦ୍ଧାର କରିଛି ପୋଲିସ appeared first on KNews Odisha.

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ଫାଣ୍ଡି ଜୀଙ୍କ ନଗର ନବୋଦୟ ବିଦ୍ୟାଳୟ ବାଉଣ୍ଡରି ପଛ ପଟେ ଯୁବକଙ୍କ ପୋଡ଼ା ଶବ ଉଦ୍ଧାର । ତା ସହ ଏକ ପୋଡ଼ା ସ୍କୁଟି କୁ ମଧ୍ୟ ଉଦ୍ଧାର କରିଛି ପୋଲିସ ।ତେବେ ଯୁବକ ଜଣକ କିଏ ଓ କେଉଁ ସ୍ଥାନର ,କିଏ କାହିଁକି ଏପରି ଘଟଣା ଘଟାଇଲ କିଛି ଜଣା ପଡି ନାହିଁ ।
ପାଖକୁ ଗଲା ପରେ ସେଠାରେ ଏକ ସ୍କୁଟି ସହ ଯୁବକ ଜଳୁଥିବାର ଦେଖିଥିଲେ । ଏହା ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବକ ଜଣଙ୍କ ହେମଗିରି ଅଞ୍ଚଳର ବୋଲି ଜଣାପଡିଛି । ଘଟଣାର ତଦନ୍ତ କରୁଛି ପୋଲିସ । ସଦର sdpo ଓ ଲେଫ୍ରିପଡ଼ା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ମୃତ ଯୁବକଙ୍କ ପରିଚୟ ମିଳି ନାହିଁ।
The post ଯୁବକଙ୍କ ଦଗ୍ଧ ମୃତଦେହ ଉଦ୍ଧାର, ପୋଡ଼ା ସ୍କୁଟିକୁ ଉଦ୍ଧାର କରିଛି ପୋଲିସ appeared first on KNews Odisha.