ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ କରୁଛି ପୋଲିସ

ହିଞ୍ଜିଳିକାଟୁ : ଅର୍ଦ୍ଧ ନିର୍ମିତ ଘର ସମ୍ମୁଖରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଧୋବାଡିପାଟପୁର ଗ୍ରାମ ନିକଟ ଏକ ଘର ସମ୍ମୁଖରୁ କ୍ଷତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ନିକଟସ୍ଥ ହନ୍ତସ ଗ୍ରାମର ସଞ୍ଜୟ କୁମାର ନାୟକ । ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ କେହି ହତ୍ୟା କରିଥିବା ସନ୍ଦେହରେ ଘଟଣା ସ୍ଥଳରେ ଆସିକା ଏସଡ଼ିପିଓ ସଞ୍ଜୟ ମହାପାତ୍ର ଓ […] The post ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ କରୁଛି ପୋଲିସ appeared first on KNews Odisha.

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ କରୁଛି ପୋଲିସ
hinjili

ହିଞ୍ଜିଳିକାଟୁ : ଅର୍ଦ୍ଧ ନିର୍ମିତ ଘର ସମ୍ମୁଖରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଧୋବାଡିପାଟପୁର ଗ୍ରାମ ନିକଟ ଏକ ଘର ସମ୍ମୁଖରୁ କ୍ଷତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ନିକଟସ୍ଥ ହନ୍ତସ ଗ୍ରାମର ସଞ୍ଜୟ କୁମାର ନାୟକ । ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ କେହି ହତ୍ୟା କରିଥିବା ସନ୍ଦେହରେ ଘଟଣା ସ୍ଥଳରେ ଆସିକା ଏସଡ଼ିପିଓ ସଞ୍ଜୟ ମହାପାତ୍ର ଓ ବେଲଗାଁ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

The post ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ କରୁଛି ପୋଲିସ appeared first on KNews Odisha.