ଯୁବକଙ୍କ ମୃତଦେହ ଉଦ୍ଧାର, ମହାନଦୀରେ ବୁଡି ନିଖୋଜ ଥିଲେ

ବାଙ୍କୀ ୫।୪: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ବାଙ୍କୀ ସହଂଗା ଗୋପାଳପୁର ନିକଟ ମହାନଦୀର ବୁଡି ନିଖୋଜ ହୋଇଥିଲେ ଯୁବକ । ବହୁ ଖୋଜାଖୋଜି ପରେ ଉଦ୍ଧାର ହୋଇଛି ମୃତଦେହ ।ସୂଚନାଯୋଗ୍ୟ ଯେ, ବାଙ୍କୀ ସହଂଗା ଗୋପାଳପୁର ନିକଟ ମହାନଦୀରେ ବୁଡି ଜଣେ ଯୁବକ ନିଖୋଜ ଥିଲେ । ବାଙ୍କୀ ପ୍ରଶାସନର ଡମପଡା ଅଗ୍ନିଶମ ବାହିନୀ, ଏନ୍‌ଡିଆରଫ୍ ଟିମ୍‌ର ବହୁ ଚେଷ୍ଟା ପରେ ମିଳିପାରିନଥିଲା । ଶୁକ୍ରବାର ସହଂଗା ଗୋପାଳପୁର ନିକଟ ମହାନଦୀରୁ ଉଦ୍ଧାର ହୋଇଛି ନିଖୋଜ ଥିବା ରଜତ ନାୟକଙ୍କ ମୃତଦେହ । ଗୁରୁବାର ଠାରୁ ସେ ମହାନଦୀରେ ବୁଡି ନିଖୋଜ ଥିବାବେଳେ ଶୁକ୍ରବାର ଡମପଡା ଅଗ୍ନିଶମ ବାହିନୀ ତାର ଉଦ୍ୟମ ଜାରି ରଖିଥିଲା । ହେଲେ ଏବେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଷ୍ଟମର୍ଟମ ପାଇଁ ବାଙ୍କୀ ମେଡିକାଲକୁ ନିଆଯାଉଛି । ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।You Can Read :ବଦଳି ପରେ ୨ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି, ବ୍ରିଜେଶ୍ ରାୟ ହେଲେ ରାଉରକେଲା ଏସପି 

ଯୁବକଙ୍କ ମୃତଦେହ ଉଦ୍ଧାର, ମହାନଦୀରେ ବୁଡି ନିଖୋଜ ଥିଲେ

ବାଙ୍କୀ ୫।୪: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ବାଙ୍କୀ ସହଂଗା ଗୋପାଳପୁର ନିକଟ ମହାନଦୀର ବୁଡି ନିଖୋଜ ହୋଇଥିଲେ ଯୁବକ । ବହୁ ଖୋଜାଖୋଜି ପରେ ଉଦ୍ଧାର ହୋଇଛି ମୃତଦେହ ।

ସୂଚନାଯୋଗ୍ୟ ଯେ, ବାଙ୍କୀ ସହଂଗା ଗୋପାଳପୁର ନିକଟ ମହାନଦୀରେ ବୁଡି ଜଣେ ଯୁବକ ନିଖୋଜ ଥିଲେ । ବାଙ୍କୀ ପ୍ରଶାସନର ଡମପଡା ଅଗ୍ନିଶମ ବାହିନୀ, ଏନ୍‌ଡିଆରଫ୍ ଟିମ୍‌ର ବହୁ ଚେଷ୍ଟା ପରେ ମିଳିପାରିନଥିଲା । ଶୁକ୍ରବାର ସହଂଗା ଗୋପାଳପୁର ନିକଟ ମହାନଦୀରୁ ଉଦ୍ଧାର ହୋଇଛି ନିଖୋଜ ଥିବା ରଜତ ନାୟକଙ୍କ ମୃତଦେହ । ଗୁରୁବାର ଠାରୁ ସେ ମହାନଦୀରେ ବୁଡି ନିଖୋଜ ଥିବାବେଳେ ଶୁକ୍ରବାର ଡମପଡା ଅଗ୍ନିଶମ ବାହିନୀ ତାର ଉଦ୍ୟମ ଜାରି ରଖିଥିଲା । ହେଲେ ଏବେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଷ୍ଟମର୍ଟମ ପାଇଁ ବାଙ୍କୀ ମେଡିକାଲକୁ ନିଆଯାଉଛି । ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

You Can Read :

ବଦଳି ପରେ ୨ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି, ବ୍ରିଜେଶ୍ ରାୟ ହେଲେ ରାଉରକେଲା ଏସପି