ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ହତ୍ୟା, ଗୋଡାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣିଥବା ଅଭିଯୋଗ
ପିପିଲି : ଗୋଡ଼ାଇ ଗୋଡ଼ାଇ ହତ୍ୟା । ପୁରୀ ଜ଼ିଲ୍ଲା କଣାସରେ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ପିପିଲି ଗଡ଼ିଶା ଗଦା ଥାନା ବନ୍ଧମୁଣ୍ଡା ଗହୀର ନିକଟରେ ଘଟିଛି ହତ୍ୟାକାଣ୍ଡ । ବନ୍ଧମୁଣ୍ଡା ଗାଁର ପ୍ରତାପ ସୁନ୍ଦରରାୟଙ୍କୁ ସେହି ଗାଁର କିଛି ଯୁବକ ମିଶି ଗୋଡାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଗଡିଶାଗୋଦା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି […] The post ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ହତ୍ୟା, ଗୋଡାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣିଥବା ଅଭିଯୋଗ appeared first on KNews Odisha.

ପିପିଲି : ଗୋଡ଼ାଇ ଗୋଡ଼ାଇ ହତ୍ୟା । ପୁରୀ ଜ଼ିଲ୍ଲା କଣାସରେ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ପିପିଲି ଗଡ଼ିଶା ଗଦା ଥାନା ବନ୍ଧମୁଣ୍ଡା ଗହୀର ନିକଟରେ ଘଟିଛି ହତ୍ୟାକାଣ୍ଡ । ବନ୍ଧମୁଣ୍ଡା ଗାଁର ପ୍ରତାପ ସୁନ୍ଦରରାୟଙ୍କୁ ସେହି ଗାଁର କିଛି ଯୁବକ ମିଶି ଗୋଡାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଗଡିଶାଗୋଦା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ପୁରୀରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ : ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ
The post ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ହତ୍ୟା, ଗୋଡାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣିଥବା ଅଭିଯୋଗ appeared first on KNews Odisha.