ଯୁବତୀଙ୍କ ଦରପୋଡ଼ା ମୃତଦେହ ଠାବ, ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁମାକେଲା ବ୍ରିଜ ନିକଟରେ ଅଜଣା ଯୁବତୀଙ୍କ ଦରପୋଡ଼ା ମୃତଦେହ ଠାବ ହୋଇଛି। ଏଥିସହ ତାଙ୍କ ଗଳାରେ କଟା ଦାଗ ହୋଇଥିବା ଦେଖିବାକୁ ମିଳିଛି। ତଣ୍ଟି କାଟି କେହି ହତ୍ୟା କରିବା ପରେ ପୋଡିଦେଇଥିବା ସନ୍ଦେହ ହୋଇଛି। ଘଟଣାସ୍ଥଳରେ ଚାନ୍ଦିପୋଷ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ।

death