ଯେଉଁ ରୁମ୍ରେ ଶୋଇଥିଲେ ସ୍ତ୍ରୀ-ସ୍ବାମୀ ସେଇ ରୁମ୍ରୁ ଲୁଟିନେଲେ ଦୁବୃର୍ତ୍ତ
ଭୁବନେଶ୍ୱର,୯।୧: ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରେ ଲୁଟ ହୋଇଛି । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଏହି ଲୁଟ୍ ହୋଇଛି । ଘରେ ଶୋଇଥିବା ବେଳେ ଭୋର ସମୟରେ ଏଭଳି ଘଟଣା ଘଟିଛି। ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୮ ଲକ୍ଷ ଟଙ୍କାର ଗହଣା ଲୁଟୁ ନେଇ ଅଭିଯୋଗ ହୋଇଛି । ସବୁଠୁ ବଡ କଥା ହେଲା, ଲୁଟ ସମୟରେ ସ୍ତ୍ରୀ ସ୍ବାମୀ ଯେଉଁ ରୁମ୍ରେ ଶୋଇଥିଲେ ସେଇ ରୁମରେ ଲୁଟ୍ […] The post ଯେଉଁ ରୁମ୍ରେ ଶୋଇଥିଲେ ସ୍ତ୍ରୀ-ସ୍ବାମୀ ସେଇ ରୁମ୍ରୁ ଲୁଟିନେଲେ ଦୁବୃର୍ତ୍ତ appeared first on Dharitri Odia News.
ଭୁବନେଶ୍ୱର,୯।୧: ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରେ ଲୁଟ ହୋଇଛି । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଏହି ଲୁଟ୍ ହୋଇଛି । ଘରେ ଶୋଇଥିବା ବେଳେ ଭୋର ସମୟରେ ଏଭଳି ଘଟଣା ଘଟିଛି।
ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୮ ଲକ୍ଷ ଟଙ୍କାର ଗହଣା ଲୁଟୁ ନେଇ ଅଭିଯୋଗ ହୋଇଛି । ସବୁଠୁ ବଡ କଥା ହେଲା, ଲୁଟ ସମୟରେ ସ୍ତ୍ରୀ ସ୍ବାମୀ ଯେଉଁ ରୁମ୍ରେ ଶୋଇଥିଲେ ସେଇ ରୁମରେ ଲୁଟ୍ ହୋଇଛି। ଖବରପାଇ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
The post ଯେଉଁ ରୁମ୍ରେ ଶୋଇଥିଲେ ସ୍ତ୍ରୀ-ସ୍ବାମୀ ସେଇ ରୁମ୍ରୁ ଲୁଟିନେଲେ ଦୁବୃର୍ତ୍ତ appeared first on Dharitri Odia News.