ଯେବେ ନିର୍ବାଚନ ଲଢିଥିଲା ଏକ ପକ୍ଷୀ, ଭୋଟ୍‌ ପାଇଥିଲା ଲକ୍ଷେରୁ ଅଧିକ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୯।୪: ଭାରତରେ ଏପ୍ରିଲ ୧୯ରୁ ଲୋକ ସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ନିର୍ବାଚନରେ ପୁରୁଷ କିମ୍ବା ମହିଳା ପ୍ରାର୍ଥୀ ହେଉଥିବାର ଆପଣ ନିଶ୍ଚିତ ଭାବରେ ଦେଖିଥିବେ। କେବେ ପଶୁ-ପକ୍ଷୀ ନିର୍ବାଚନ ଲଢୁଥିବା ଦେଖିଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜାଣି ଆଶ୍ଚର୍ଯ୍ୟ ହେବେ ଏକ ପକ୍ଷୀକୁ ସ୍ଥାନୀୟ ନିର୍ବାଚନରେ ଟିକେଟ୍‌ ମିଳିଥିଲା। ଆଉ ସେହି ନିର୍ବାଚନରେ ପକ୍ଷୀଟିକୁ ୧ଲକ୍ଷରୁ ଅଧିକ ଭୋଟ୍‌ ମିଳିଥିଲା। ଆସନ୍ତୁ ଜାଣିବା ଏ ସମ୍ପର୍କରେ… ଅନେକ ଦେଶର ସ୍ଥାନୀୟ ନିର୍ବାଚନରେ […] The post ଯେବେ ନିର୍ବାଚନ ଲଢିଥିଲା ଏକ ପକ୍ଷୀ, ଭୋଟ୍‌ ପାଇଥିଲା ଲକ୍ଷେରୁ ଅଧିକ, ସମସ୍ତେ ତାଜୁବ appeared first on Dharitri Odia News.

ଯେବେ ନିର୍ବାଚନ ଲଢିଥିଲା ଏକ ପକ୍ଷୀ, ଭୋଟ୍‌ ପାଇଥିଲା ଲକ୍ଷେରୁ ଅଧିକ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୯।୪: ଭାରତରେ ଏପ୍ରିଲ ୧୯ରୁ ଲୋକ ସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ନିର୍ବାଚନରେ ପୁରୁଷ କିମ୍ବା ମହିଳା ପ୍ରାର୍ଥୀ ହେଉଥିବାର ଆପଣ ନିଶ୍ଚିତ ଭାବରେ ଦେଖିଥିବେ। କେବେ ପଶୁ-ପକ୍ଷୀ ନିର୍ବାଚନ ଲଢୁଥିବା ଦେଖିଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜାଣି ଆଶ୍ଚର୍ଯ୍ୟ ହେବେ ଏକ ପକ୍ଷୀକୁ ସ୍ଥାନୀୟ ନିର୍ବାଚନରେ ଟିକେଟ୍‌ ମିଳିଥିଲା। ଆଉ ସେହି ନିର୍ବାଚନରେ ପକ୍ଷୀଟିକୁ ୧ଲକ୍ଷରୁ ଅଧିକ ଭୋଟ୍‌ ମିଳିଥିଲା। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଅନେକ ଦେଶର ସ୍ଥାନୀୟ ନିର୍ବାଚନରେ ମଣିଷଙ୍କ ବ୍ୟତୀତ ପଶପକ୍ଷୀ ମଧ୍ୟ ନିର୍ବାଚନରେ ଛିଡ଼ା ହୋଇ ସାଙ୍କେତିକ ଭାବରେ ନିର୍ବଚେିତ ହୋଇଛନ୍ତି। ଜାଣି ତାଜୁବ ହେବେ ୧୯୬୭ରେ ବ୍ରାଜିଲର ରିଓ ଡି ଜେନେରିଓରେ ଏକ ଦେଢ ଼ ଫୁଟ ଉଚ୍ଚର ପେଙ୍ଗୁଇନ ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ବ୍ରାଜିଲର ରାଇନୋସୋରେଶ ନାମକୁ ଏକ ପାର୍ଟି ଏହି ପେଙ୍ଗୁଇନକୁ ଟିକେଟ୍‌ ଦେଇଥିଲା। କିନ୍ତୁ ସବୁଠାରୁ କୌତୁହଳର ବିଷୟ ହେଉଛି ସେହି ନିର୍ବାଚନରେ ଏହି ପେଙ୍ଗୁଇନକୁ ଏକ ଲକ୍ଷେରୁ ଅଧିକ ଭୋଟ୍‌ ମିଳିଥିଲା।

The post ଯେବେ ନିର୍ବାଚନ ଲଢିଥିଲା ଏକ ପକ୍ଷୀ, ଭୋଟ୍‌ ପାଇଥିଲା ଲକ୍ଷେରୁ ଅଧିକ, ସମସ୍ତେ ତାଜୁବ appeared first on Dharitri Odia News.