ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ୍‌ ଘଟଣା: ଉପଜିଲାପାଳଙ୍କୁ ତଦନ୍ତ ତିପୋର୍ଟ ପ୍ରଦାନ

ଛତ୍ରପୁର, ୨୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ପାତ୍ରପୁର ବ୍ଲକର ଯୋଗାଣ ନିରୀକ୍ଷକଙ୍କ ଲାଞ୍ଚ ନେବା ଏକ ଭିଡ଼ିଓ ରେକର୍ଡିଙ୍ଗ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ଉପରେ ବ୍ରହ୍ମପୁର ଉପଜିଲାପାଳ ଦୀନା ଦସୃଗୀର ତଦନ୍ତ ପାଇଁ ଯେଉଁ ସ୍ବତନ୍ତ୍ର କମିଟି ଗଠନ କରିଥିଲେ, ଉକ୍ତ କମିଟି ସମସ୍ତ ପ୍ରକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଯାଞ୍ଚ ରିପୋର୍ଟ ବ୍ରହ୍ମପୁର ଉପଜିଲାପାଳଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରିଥିଲେ। ସେହି ଯାଞ୍ଚ ରିପୋର୍ଟକୁ ବ୍ରହ୍ମପୁର ଉପଜିଲାପାଳ ଏହା ଉପରେ […] The post ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ୍‌ ଘଟଣା: ଉପଜିଲାପାଳଙ୍କୁ ତଦନ୍ତ ତିପୋର୍ଟ ପ୍ରଦାନ appeared first on Dharitri Odia News.

ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ୍‌ ଘଟଣା: ଉପଜିଲାପାଳଙ୍କୁ ତଦନ୍ତ ତିପୋର୍ଟ ପ୍ରଦାନ

ଛତ୍ରପୁର, ୨୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ପାତ୍ରପୁର ବ୍ଲକର ଯୋଗାଣ ନିରୀକ୍ଷକଙ୍କ ଲାଞ୍ଚ ନେବା ଏକ ଭିଡ଼ିଓ ରେକର୍ଡିଙ୍ଗ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ଉପରେ ବ୍ରହ୍ମପୁର ଉପଜିଲାପାଳ ଦୀନା ଦସୃଗୀର ତଦନ୍ତ ପାଇଁ ଯେଉଁ ସ୍ବତନ୍ତ୍ର କମିଟି ଗଠନ କରିଥିଲେ, ଉକ୍ତ କମିଟି ସମସ୍ତ ପ୍ରକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଯାଞ୍ଚ ରିପୋର୍ଟ ବ୍ରହ୍ମପୁର ଉପଜିଲାପାଳଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରିଥିଲେ। ସେହି ଯାଞ୍ଚ ରିପୋର୍ଟକୁ ବ୍ରହ୍ମପୁର ଉପଜିଲାପାଳ ଏହା ଉପରେ ଆଇନ ମୁତାବକ ପ୍ରଦକ୍ଷେପ ପାଇଁ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପ୍ରେରଣ କରିଥିବା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

The post ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ୍‌ ଘଟଣା: ଉପଜିଲାପାଳଙ୍କୁ ତଦନ୍ତ ତିପୋର୍ଟ ପ୍ରଦାନ appeared first on Dharitri Odia News.