ରକ୍ତ ଜୁଡୁବୁଡୁ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ସମାଜସେବୀ
ରକ୍ତ ଜୁଡୁବୁଡୁ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ସମାଜସେବୀ ସମ୍ବଲପୁର:ରବିବାର ଦିନ ବରଗଡ ନିକଟସ୍ଥ ମିଶନ ହସ୍ପିଟାଲ ପାଖରେ ଅପରାହ୍ନ ୪ଟା ସମୟରେ ୪୦/୫୦ ବର୍ଷ ପାଖାପାଖି ଅଜଣା ବ୍ୟକ୍ତିଟିଏ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପଡ଼ିଥିବା ଦେଖିବାକୁ ପାଇ ସମାଜସେବୀ ସଂଘମିତ୍ରା ପଟେଲ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ। ସଂଘମିତ୍ରା ଙ୍କ ସହିତ ସନ୍ତୋଷ କୁମାର ପଣ୍ଡା ଏବଂ ପଞ୍ଚାୟତ କଲେଜର ଓଡିଆ ଅଧ୍ୟାପକ ଶେଶାନ ବିଶି ମଧ୍ୟ ସହଯୋଗ କରିଥିଲେ । ସଂଘମିତା ଗୋଟିଏ […] The post ରକ୍ତ ଜୁଡୁବୁଡୁ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ସମାଜସେବୀ appeared first on Odisha.News.

ରକ୍ତ ଜୁଡୁବୁଡୁ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ସମାଜସେବୀ
ସମ୍ବଲପୁର:ରବିବାର ଦିନ ବରଗଡ ନିକଟସ୍ଥ ମିଶନ ହସ୍ପିଟାଲ ପାଖରେ ଅପରାହ୍ନ ୪ଟା ସମୟରେ ୪୦/୫୦ ବର୍ଷ ପାଖାପାଖି ଅଜଣା ବ୍ୟକ୍ତିଟିଏ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପଡ଼ିଥିବା ଦେଖିବାକୁ ପାଇ ସମାଜସେବୀ ସଂଘମିତ୍ରା ପଟେଲ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ। ସଂଘମିତ୍ରା ଙ୍କ ସହିତ ସନ୍ତୋଷ କୁମାର ପଣ୍ଡା ଏବଂ ପଞ୍ଚାୟତ କଲେଜର ଓଡିଆ ଅଧ୍ୟାପକ ଶେଶାନ ବିଶି ମଧ୍ୟ ସହଯୋଗ କରିଥିଲେ ।
ସଂଘମିତା ଗୋଟିଏ କାର୍ଯ୍ୟକ୍ରମ ରୁ ଫେରୁ ଥିଲା ସମୟରେ ଏ ଦୁର୍ଘଟଣା ଦେଖି ଥିଲେ ସଙ୍ଗେ ସଙ୍ଗେ ସେ ନିଜେ ବି ହସ୍ପିଟାଲ କୁ ପହଞ୍ଚି ନିଷ୍ଠା ପରିବାର ର ମମତା ଙ୍କ ସହ ସେ ଚିକିତ୍ସା କରାଇ ସେ ତାର ପରିଚୟ ତାକୁ ପଚାରି ତାଙ୍କୁ ତାଙ୍କ ଘର କୁ ପଠାଇବା ବ୍ୟବସ୍ଥା ମଧ୍ୟ ନିଜେ କରିଥିଲେ।ଏହି କାମ ପାଇଁ ସଂଘମିତ୍ରାଙ୍କୁ ବରଗଡ ର ଲୋକ ଭୂରି ଭୂରି ପ୍ରସଂଶ କରିଛନ୍ତି। ସେ ନାରୀ ରୂପ ରେ ନାରାୟଣୀ ବୋଲି ଆହତ ବ୍ୟକ୍ତିଙ୍କ ପରିବାର ଲୋକେ ସଂଘମିତ୍ରା ଙ୍କୁ କହି ଏଭଳି ସାମାଜିକ ସେବା ପାଇଁ ଉତ୍ସାହିତ କରି ଥିଲେ ।
The post ରକ୍ତ ଜୁଡୁବୁଡୁ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ସମାଜସେବୀ appeared first on Odisha.News.