ଆଞ୍ଚଳିକ ପରିବହନ କେନ୍ଦ୍ର ଖୋଲିବାକୁ ଯୁବ ଜିଲ୍ଲା ସଭାପତି ଙ୍କ ପରିବହନ ମନ୍ତ୍ରୀ ଙ୍କୁ ଭେଟ।
ହାଟଡିହି କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ବିଜୁ ଜନତା ଦଳର ଯୁବ ସଭାପତି ଙ୍କ ପରିବହନ ମନ୍ତ୍ରୀ ଙ୍କୁ ରାଜ ରାସ୍ତା ରେ ଅଟକାଇ ଆଲୋଚନା। ଏଭଳି କିଛି ରୋଚକ ତଥ୍ୟ ଏବେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି। ଯାହାକୁ ନେଇ ବିଜୁ ଯୁବ ଜନତା ଦଳ ଯୁବ ଜିଲ୍ଲା ସଭାପତି ରାକେଶ କୁମାର ରାମ ଆନନ୍ଦପୁର – କେନ୍ଦୁଝର ରାଜ ରାସ୍ତା ଉପରେ ଠିଆ ହୋଇ ଆଲୋଚନା କରିଥିଲେ। ଯାହାକୁ ନେଇ ସାଧାରଣ ଲୋକଙ୍କ […] The post ଆଞ୍ଚଳିକ ପରିବହନ କେନ୍ଦ୍ର ଖୋଲିବାକୁ ଯୁବ ଜିଲ୍ଲା ସଭାପତି ଙ୍କ ପରିବହନ ମନ୍ତ୍ରୀ ଙ୍କୁ ଭେଟ। appeared first on Odisha.News.

ହାଟଡିହି କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ବିଜୁ ଜନତା ଦଳର ଯୁବ ସଭାପତି ଙ୍କ ପରିବହନ ମନ୍ତ୍ରୀ ଙ୍କୁ ରାଜ ରାସ୍ତା ରେ ଅଟକାଇ ଆଲୋଚନା। ଏଭଳି କିଛି ରୋଚକ ତଥ୍ୟ ଏବେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି। ଯାହାକୁ ନେଇ ବିଜୁ ଯୁବ ଜନତା ଦଳ ଯୁବ ଜିଲ୍ଲା ସଭାପତି ରାକେଶ କୁମାର ରାମ ଆନନ୍ଦପୁର – କେନ୍ଦୁଝର ରାଜ ରାସ୍ତା ଉପରେ ଠିଆ ହୋଇ ଆଲୋଚନା କରିଥିଲେ। ଯାହାକୁ ନେଇ ସାଧାରଣ ଲୋକଙ୍କ ମହଲ ରେ ଖୁସିର ଲହରୀ ଖେଳିଯାଇଛି। କାରଣ ଦୀର୍ଘ ଦିନ ଧରି ସାଧାରଣ ଗାଡ଼ି ର ଲାଇସେନ୍ସ ତିଆରି କରିବା ପାଇଁ ଲୋକଙ୍କୁ କେନ୍ଦୁଝର ମୁଖ୍ୟାଳୟ କୁ ଯିବାକୁ ପଡ଼ୁଥିବା ବେଳେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ଭେଟି ଉକ୍ତ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି।।
The post ଆଞ୍ଚଳିକ ପରିବହନ କେନ୍ଦ୍ର ଖୋଲିବାକୁ ଯୁବ ଜିଲ୍ଲା ସଭାପତି ଙ୍କ ପରିବହନ ମନ୍ତ୍ରୀ ଙ୍କୁ ଭେଟ। appeared first on Odisha.News.