ରଙ୍ଗ୍ ରୁଟ୍ରେ ଆସି ବାଇକ୍କୁ ଧକ୍କା ଦେଇ ୨୦୦ମିଟର ଘୋଷାଡି ନେଲା ଟ୍ରେଲର
ବଡବିଲ ୨୪।୪: ରଙ୍ଗ୍ ରୁଟ୍ ରେ ଆସି ବାଇକ୍ କୁ ଧକ୍କା ଦେଇ ୨୦୦ ମିଟର ଯାଏଁ ଘୋଷାଡି ନେଲା ଟ୍ରେଲର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୨୦ ନଂ ଜାତୀୟ ରାଜପଥ ପର୍ଶଳା ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଏଥିରେ ୨ ବାଇକ୍ ଆରୋହୀ ଗୋପୀନାଥପୁର ଗାଁର ସରୋଜ ବୈଦ୍ୟ ଓ ନିଶ୍ଚିନ୍ତପୁର ଅଞ୍ଚଳର ହେମନ୍ତ ମହାନ୍ତ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏମାନଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଟ୍ରେଲରଟି ରଙ୍ଗ୍ ରୁଟ୍ ରେ ଆସି ବାଇକ୍ କୁ ଧକ୍କା ଦେବା ପରେ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ତେବେ ଟ୍ରେଲର ଛାଡ଼ି ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରକ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର ଏହିପରି ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବା ଅଭିଯୋଗ ହୋଇଛି । ଉତ୍ତେଜିତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ରିମୁଳି-କେନ୍ଦୁଝର ରାସ୍ତାରେ ଯାତାୟତ ଏକପ୍ରକାର ଠପ୍ ହୋଇଯାଇଥିଲା ।You Can Read:ପିଛା କରି ମୁଣ୍ଡରେ ବନ୍ଧୁକ ଲଗାଇଲେ, ଲୁଟିନେଲେ ୩୦ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର
ବଡବିଲ ୨୪।୪: ରଙ୍ଗ୍ ରୁଟ୍ ରେ ଆସି ବାଇକ୍ କୁ ଧକ୍କା ଦେଇ ୨୦୦ ମିଟର ଯାଏଁ ଘୋଷାଡି ନେଲା ଟ୍ରେଲର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୨୦ ନଂ ଜାତୀୟ ରାଜପଥ ପର୍ଶଳା ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଏଥିରେ ୨ ବାଇକ୍ ଆରୋହୀ ଗୋପୀନାଥପୁର ଗାଁର ସରୋଜ ବୈଦ୍ୟ ଓ ନିଶ୍ଚିନ୍ତପୁର ଅଞ୍ଚଳର ହେମନ୍ତ ମହାନ୍ତ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏମାନଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଟ୍ରେଲରଟି ରଙ୍ଗ୍ ରୁଟ୍ ରେ ଆସି ବାଇକ୍ କୁ ଧକ୍କା ଦେବା ପରେ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ତେବେ ଟ୍ରେଲର ଛାଡ଼ି ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରକ୍ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର ଏହିପରି ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବା ଅଭିଯୋଗ ହୋଇଛି । ଉତ୍ତେଜିତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ରିମୁଳି-କେନ୍ଦୁଝର ରାସ୍ତାରେ ଯାତାୟତ ଏକପ୍ରକାର ଠପ୍ ହୋଇଯାଇଥିଲା ।
You Can Read:
ପିଛା କରି ମୁଣ୍ଡରେ ବନ୍ଧୁକ ଲଗାଇଲେ, ଲୁଟିନେଲେ ୩୦ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର