ରତ୍ନଭଣ୍ଡାରରେ ଅଛି କେତେ ଅଳଙ୍କାର ? ସାର୍ବଜନୀନ କରିବେ ସରକାର
ଭୁବନେଶ୍ୱର ୧୫/୦୨: ରତ୍ନ ଭଣ୍ଡାରରେ କେତେ ରହିଛି ଅଳଙ୍କାର । ଖୁବଶୀଘ୍ର ତଥ୍ୟ ସାର୍ବଜନୀନ କରିବେ ରାଜ୍ୟ ସରକାର । ଗଣତି ମଣତି ଶେଷ ହେବା ପରେ ରତ୍ନ ଭଣ୍ଡାରେ କେତେ ଅଳଙ୍କାର ରହିଛି ତାର ତଥ୍ୟ ଦିଆଯିବ ବୋଲି ବିଧାନସଭା ରେ କହିଲେ ଆଇନ ମନ୍ତ୍ରୀ । ମରାମତି କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ମରାମତି ଶେଷ ହେବା ପରେ ଆରମ୍ଭ ହେବ ରତ୍ନ ଭଣ୍ଡାରର ଗଣତି ମଣତି । ଶେଷ ଥର ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯାଇଥିଲା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୂର୍ତ୍ତ ମନ୍ତ୍ରୀ । ସୂଚନା ଥାଉକି, ରତ୍ନଭଣ୍ଡାର ଖୋଲିବା ପରେ ରତ୍ନଭଣ୍ଡାରରେ କେତେ ଅଳଙ୍କାର ଥିଲା । ପୂର୍ବ ଗଣତି ଅନୁଯାୟୀ ସବୁ ଅଳଙ୍କାର ସୁରକ୍ଷିତ ଅଛି ତ? ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବଡ ସୂଚନା ଦେଇଛନ୍ତି ରାଜ୍ୟ କରକାର । ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ତାହା ସାର୍ବଜନୀନ ହେବ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିଛି । ଶେଷ ହେବା ପରେ ଗଣତି ମଣତି ହେବ । ଗଣତି ମଣତି କାର୍ୟ୍ୟ ଶେଷ ହେବା ପରେ ତଥ୍ୟ ଦିଆଯିବ । ବିଧାନସଭାରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ । ତେବେ ଏଠାରେ କହିରଖୁଛୁ କି ଶେଷ ଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା । also read...ଯେଉ
ଭୁବନେଶ୍ୱର ୧୫/୦୨: ରତ୍ନ ଭଣ୍ଡାରରେ କେତେ ରହିଛି ଅଳଙ୍କାର । ଖୁବଶୀଘ୍ର ତଥ୍ୟ ସାର୍ବଜନୀନ କରିବେ ରାଜ୍ୟ ସରକାର । ଗଣତି ମଣତି ଶେଷ ହେବା ପରେ ରତ୍ନ ଭଣ୍ଡାରେ କେତେ ଅଳଙ୍କାର ରହିଛି ତାର ତଥ୍ୟ ଦିଆଯିବ ବୋଲି ବିଧାନସଭା ରେ କହିଲେ ଆଇନ ମନ୍ତ୍ରୀ । ମରାମତି କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ମରାମତି ଶେଷ ହେବା ପରେ ଆରମ୍ଭ ହେବ ରତ୍ନ ଭଣ୍ଡାରର ଗଣତି ମଣତି । ଶେଷ ଥର ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯାଇଥିଲା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୂର୍ତ୍ତ ମନ୍ତ୍ରୀ ।
ସୂଚନା ଥାଉକି, ରତ୍ନଭଣ୍ଡାର ଖୋଲିବା ପରେ ରତ୍ନଭଣ୍ଡାରରେ କେତେ ଅଳଙ୍କାର ଥିଲା । ପୂର୍ବ ଗଣତି ଅନୁଯାୟୀ ସବୁ ଅଳଙ୍କାର ସୁରକ୍ଷିତ ଅଛି ତ? ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବଡ ସୂଚନା ଦେଇଛନ୍ତି ରାଜ୍ୟ କରକାର । ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ତାହା ସାର୍ବଜନୀନ ହେବ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିଛି । ଶେଷ ହେବା ପରେ ଗଣତି ମଣତି ହେବ । ଗଣତି ମଣତି କାର୍ୟ୍ୟ ଶେଷ ହେବା ପରେ ତଥ୍ୟ ଦିଆଯିବ । ବିଧାନସଭାରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ । ତେବେ ଏଠାରେ କହିରଖୁଛୁ କି ଶେଷ ଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା ।
also read...
ଯେଉଁମାନେ e-KYC ଅପଡେଟ୍ କରିନାହାନ୍ତି, ମାର୍ଚ୍ଚ ୩୧ ସୁଦ୍ଧା କରାଇ ନିଅନ୍ତୁ