ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ଅମିତ ଶାହା
ନୂଆଦିଲ୍ଲୀ,୨୭ା୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ପରିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ସମସ୍ତଙ୍କ ଉପରେ ଆଶୀର୍ବାଦ ଜାରି ରଖନ୍ତୁ ବୋଲି ଶାହା କାମନା କରିଛନ୍ତି। ଅହମ୍ମଦାବାଦ ଶ୍ରୀଜଗନ୍ନାଥ ମନ୍ଦିରରେ ଶାହା ପହଞ୍ଚି ମହାପ୍ରଭୁଙ୍କ ମଙ୍ଗଳ ଆଳତିରେ ଯୋଗ ଦେଇ ସମଗ୍ର ଦେଶବାସୀଙ୍କ ପାଇଁ ଏହି ପ୍ରାର୍ଥନା କରିଛନ୍ତି। The post ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ଅମିତ ଶାହା appeared first on Dharitri Odia News.
ନୂଆଦିଲ୍ଲୀ,୨୭ା୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ପରିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ସମସ୍ତଙ୍କ ଉପରେ ଆଶୀର୍ବାଦ ଜାରି ରଖନ୍ତୁ ବୋଲି ଶାହା କାମନା କରିଛନ୍ତି। ଅହମ୍ମଦାବାଦ ଶ୍ରୀଜଗନ୍ନାଥ ମନ୍ଦିରରେ ଶାହା ପହଞ୍ଚି ମହାପ୍ରଭୁଙ୍କ ମଙ୍ଗଳ ଆଳତିରେ ଯୋଗ ଦେଇ ସମଗ୍ର ଦେଶବାସୀଙ୍କ ପାଇଁ ଏହି ପ୍ରାର୍ଥନା କରିଛନ୍ତି।
The post ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ଅମିତ ଶାହା appeared first on Dharitri Odia News.