ରାଉରକେଲା ସିଆଇଏସଏଫ ତରଫରୁ ପାଳନ ହୋଇଛି ସିଆଇଏସଏଫର ୫୬ ତମ ପ୍ରତିଷ୍ଠା ଦିବସ

ରାଉରକେଲା: ରାଉରକେଲା ସିଆଇଏସଏଫ ତରଫରୁ ପାଳନ ହୋଇଛି ସିଆଇଏସଏଫର ୫୬ ତମ ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଡେପୁଟି ଇନ୍‌ଚାର୍ଜ ଅଲୋକ ବର୍ମା ଯୋଗଦେଇ ପରେଡ୍‌ ଗ୍ରହଣ କରିବା ସହ ଅଭିଭାଷଣ ଦେଇଥିଲେ।ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦେଶରେ ରାଷ୍ଟ୍ରାୟତ ଉଦ୍ୟୋଗମାନଙ୍କୁ ସୁରକ୍ଷା ଦେବାରେ ଦେଶରେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଆସୁଛି ସିଆଇଏସଏଫ । ଯାହା ଫଳରେ ରାଷ୍ଟ୍ରାୟତ ଉଦ୍ୟୋଗ ସୁରକ୍ଷିତ ଭାବରେ ରହିବା ସହ କାର୍ଯ୍ୟ ସମ୍ପାଦନା କରିପାରୁଛନ୍ତି ।ତେବେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସିଆଇଏସଏଫ ଡଗ୍ ସ୍କ୍ବାଡ ସେମାନଙ୍କ କୌଶଳ ଦେଖାଇଥିଲେ। ଏହା ସହ ସିଆଇଏସଏଫ ଯବାନମାନଙ୍କ ଦ୍ବାରା ଚିତାକର୍ଷକ ମକ୍‌ ଡ୍ରିଲ୍‌ ପ୍ରର୍ଦଶନ ମଧ୍ୟ ଦେଖିବାକୁ ମିଳିଥିଲା। 

ରାଉରକେଲା ସିଆଇଏସଏଫ ତରଫରୁ ପାଳନ ହୋଇଛି ସିଆଇଏସଏଫର ୫୬ ତମ ପ୍ରତିଷ୍ଠା ଦିବସ

ରାଉରକେଲା: ରାଉରକେଲା ସିଆଇଏସଏଫ ତରଫରୁ ପାଳନ ହୋଇଛି ସିଆଇଏସଏଫର ୫୬ ତମ ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଡେପୁଟି ଇନ୍‌ଚାର୍ଜ ଅଲୋକ ବର୍ମା ଯୋଗଦେଇ ପରେଡ୍‌ ଗ୍ରହଣ କରିବା ସହ ଅଭିଭାଷଣ ଦେଇଥିଲେ।

ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦେଶରେ ରାଷ୍ଟ୍ରାୟତ ଉଦ୍ୟୋଗମାନଙ୍କୁ ସୁରକ୍ଷା ଦେବାରେ ଦେଶରେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଆସୁଛି ସିଆଇଏସଏଫ । ଯାହା ଫଳରେ ରାଷ୍ଟ୍ରାୟତ ଉଦ୍ୟୋଗ ସୁରକ୍ଷିତ ଭାବରେ ରହିବା ସହ କାର୍ଯ୍ୟ ସମ୍ପାଦନା କରିପାରୁଛନ୍ତି ।

ତେବେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସିଆଇଏସଏଫ ଡଗ୍ ସ୍କ୍ବାଡ ସେମାନଙ୍କ କୌଶଳ ଦେଖାଇଥିଲେ। ଏହା ସହ ସିଆଇଏସଏଫ ଯବାନମାନଙ୍କ ଦ୍ବାରା ଚିତାକର୍ଷକ ମକ୍‌ ଡ୍ରିଲ୍‌ ପ୍ରର୍ଦଶନ ମଧ୍ୟ ଦେଖିବାକୁ ମିଳିଥିଲା।