ରାଉରକେଲାରେ ଚାଞ୍ଚଲ୍ୟ: ବିସ୍ଫୋରକ ଭର୍ତ୍ତି ୨ ଟ୍ରକ୍ ଠାବ
ରାଉରକେଲା,୧।୬: ସୁନ୍ଦରଗଡ଼ ଜିଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଓ GST ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯାଞ୍ଚ ବେଳେ ୨ଟି ଟ୍ରକ୍ରେ ବିପୁଳ ପରିମାଣର ବିସ୍ଫୋରକ ରହିଥିବା ସୂଚନା ମିଳିଛି। ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସି କୁଆଡ଼େ ଯାଉଥିଲା ତାଙ୍କୁ ପୋଲିସ ଛାନଭିନ ଆରମ୍ଭ କରିଛି। ଅନ୍ୟପକ୍ଷେ ବିସ୍ଫୋରକ ଲୁଟ ଘଟଣା […] The post ରାଉରକେଲାରେ ଚାଞ୍ଚଲ୍ୟ: ବିସ୍ଫୋରକ ଭର୍ତ୍ତି ୨ ଟ୍ରକ୍ ଠାବ appeared first on Dharitri Odia News.
ରାଉରକେଲା,୧।୬: ସୁନ୍ଦରଗଡ଼ ଜିଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଓ GST ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯାଞ୍ଚ ବେଳେ ୨ଟି ଟ୍ରକ୍ରେ ବିପୁଳ ପରିମାଣର ବିସ୍ଫୋରକ ରହିଥିବା ସୂଚନା ମିଳିଛି।
ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସି କୁଆଡ଼େ ଯାଉଥିଲା ତାଙ୍କୁ ପୋଲିସ ଛାନଭିନ ଆରମ୍ଭ କରିଛି। ଅନ୍ୟପକ୍ଷେ ବିସ୍ଫୋରକ ଲୁଟ ଘଟଣା ଭିତରେ ଏହି ଦୁଇ ଟ୍ରକ୍ ଠାବ ହେବା ଘଟଣା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।
The post ରାଉରକେଲାରେ ଚାଞ୍ଚଲ୍ୟ: ବିସ୍ଫୋରକ ଭର୍ତ୍ତି ୨ ଟ୍ରକ୍ ଠାବ appeared first on Dharitri Odia News.