ରାଜଧାନୀ ଆପାର୍ଟମେଣ୍ଟରୁ ସିରିଜ ଚୋରି

ଭୁବନେଶ୍ୱର(କେନ୍ୟୁଜ୍‌): ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ସିରିଜ ଚୋରି । ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ପ୍ଲାଟରୁ ଚୋରି। ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଲେ ଲୁଟେରା। ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ଲୁଟି ନେଇଛନ୍ତି ୧୫ ହଜାର ଟଙ୍କା । ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ। ଏନେଇ ପାହାଳ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆପାର୍ଟମେଣ୍ଟରେ ସିକ୍ୟୁରିଟି […] The post ରାଜଧାନୀ ଆପାର୍ଟମେଣ୍ଟରୁ ସିରିଜ ଚୋରି appeared first on KNews Odisha.

ରାଜଧାନୀ ଆପାର୍ଟମେଣ୍ଟରୁ ସିରିଜ ଚୋରି
LOOT 3

ଭୁବନେଶ୍ୱର(କେନ୍ୟୁଜ୍‌): ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ସିରିଜ ଚୋରି । ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ପ୍ଲାଟରୁ ଚୋରି। ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଲେ ଲୁଟେରା। ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ଲୁଟି ନେଇଛନ୍ତି ୧୫ ହଜାର ଟଙ୍କା । ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ। ଏନେଇ ପାହାଳ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଥିଲେ ମଧ୍ୟ କିପରି ଚୋରି ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ରାଜଧାନୀ ଆପାର୍ଟମେଣ୍ଟରୁ ସିରିଜ ଚୋରି appeared first on KNews Odisha.