ରାଜଧାନୀ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ମ୍ୟାନେଜମେଣ୍ଟକୁ ନ୍ୟାକ୍ ବି++ ମାନ୍ୟତା
ଭୁବନେଶ୍ୱର,୧୮ା୧: ରାଜଧାନୀ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ୍ (ଆର୍.ସି.ଇ.ଏମ)କୁ ନ୍ୟାକ୍ ‘ବି++’ ମାନ୍ୟତା ପ୍ରଦାନ କରାଯାଇଛି। ଗତ ୩ ଓ ୪ ତାରିଖ ଦୁଇଦିନ ଧରି ନ୍ୟାକ ପିୟର ଟିମ କ୍ୟାମ୍ପସ୍ ପରିଦର୍ଶନ କରିଥିଲେ। କଲେଜର ପରିଚାଳନା ବ୍ୟବସ୍ଥା, ଶିକ୍ଷାବ୍ୟବସ୍ଥା ଓ ପାରିପାଶର୍ବିକ ବ୍ୟବସ୍ଥା ଉପରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ। ଏହା ପରେ ନ୍ୟାକ୍ ସଂସ୍ଥା କଲେଜକୁ “ବି++” ମାନ୍ୟତା ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ତପନ କୁମାର ଲେଙ୍କା, ନାକ […] The post ରାଜଧାନୀ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ମ୍ୟାନେଜମେଣ୍ଟକୁ ନ୍ୟାକ୍ ବି++ ମାନ୍ୟତା appeared first on Dharitri Odia News.
ଭୁବନେଶ୍ୱର,୧୮ା୧: ରାଜଧାନୀ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ୍ (ଆର୍.ସି.ଇ.ଏମ)କୁ ନ୍ୟାକ୍ ‘ବି++’ ମାନ୍ୟତା ପ୍ରଦାନ କରାଯାଇଛି। ଗତ ୩ ଓ ୪ ତାରିଖ ଦୁଇଦିନ ଧରି ନ୍ୟାକ ପିୟର ଟିମ କ୍ୟାମ୍ପସ୍ ପରିଦର୍ଶନ କରିଥିଲେ। କଲେଜର ପରିଚାଳନା ବ୍ୟବସ୍ଥା, ଶିକ୍ଷାବ୍ୟବସ୍ଥା ଓ ପାରିପାଶର୍ବିକ ବ୍ୟବସ୍ଥା ଉପରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ। ଏହା ପରେ ନ୍ୟାକ୍ ସଂସ୍ଥା କଲେଜକୁ “ବି++” ମାନ୍ୟତା ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ତପନ କୁମାର ଲେଙ୍କା, ନାକ ସଂଯୋଜକ ବିଭୂ ପ୍ରସାଦ ମିଶ୍ର, ଆଇ. କ୍ୟୁ.ଏ. ସି. ସଂଯୋଜକ ଡଃ ଅମ୍ରିତା ରାଉତ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ନିର୍ମଳ ଚନ୍ଦ୍ର କର, ପ୍ରଫେସର ଶକ୍ତି ରଞ୍ଜନ ମହାପାତ୍ର, ଅଧ୍ୟାପକ, ଅଧ୍ୟାପିକା ତଥା ଡଃ ପ୍ରଜ୍ଞା ପରମିତା, ସସ୍ମିତା ସାହୁ, ଶୀତିକଣ୍ଠ ପରିଡ଼ା,ଓମକାର୍ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସହଯୋଗୀ କର୍ମଚାରୀ ତଥା ଅରୁଣ କୁମାର ସାମଲ, ରଶ୍ମି ବେହେରା, ଭୂପତି ବରାଳ ଓ ଭଗବାନ ପଣ୍ଡା ପ୍ରତ୍ୟକ୍ଷ ସହଯୋଗ କରିଥିଲେ। ପରିଶେଷରେ ଅନୁଷ୍ଠାନର ଡିନ୍ ଡଃ. ମାନସ ରଞ୍ଜନ ମଲ୍ଲିକ ସାଧୁବାଦ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସୁରେଶ କୁମାର ସାମଲ କୃତଜ୍ଞତା ଜଣାଇଥିଲେ।
The post ରାଜଧାନୀ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ମ୍ୟାନେଜମେଣ୍ଟକୁ ନ୍ୟାକ୍ ବି++ ମାନ୍ୟତା appeared first on Dharitri Odia News.