ରାଜଧାନୀ ଭୁବନେଶ୍ବର ପାଇଁ ବଡ଼ ଯୋଜନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ମୁଖ୍ୟ ରାସ୍ତାରେ ଭିଡ଼ ହ୍ରାସ ପାଇଁ ନୂତନ ପଦକ୍ଷେପ ନିଆଯିବ। ଜନ୍ ଗହଳି ହ୍ରାସ ପାଈଁ ସୁଚିନ୍ତିତ ପଦକ୍ଷେପ ନିଆଯିବ। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲେଭେଟେଡ୍‌ କରିଡର ହେବ। ସେହିପରି ବାରଙ୍ଗରୁ ପଟିଆ ଷ୍ଟେସନ ଛକ, NH ୧୬ ଓ ସୁଆଙ୍ଗୋ ଦେଇ ଜଟଣୀ କେନାଲ ରାସ୍ତା ଏବଂ କଳ୍ପନା ଓ ମ୍ୟୁଜିଅମ୍‌ ଛକରେ ହେବ ଫ୍ଲାଏ ଓଭର ନିର୍ମାଣ।ଶିଶୁ ଭବନରୁ ମ୍ୟୁଜିଅମ୍‌ ରାସ୍ତାରେ ହେବ ROB ନିର୍ମାଣ କରାଯିବ।AG ଛକରେ […]

ରାଜଧାନୀ ଭୁବନେଶ୍ବର ପାଇଁ ବଡ଼ ଯୋଜନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ମୁଖ୍ୟ ରାସ୍ତାରେ ଭିଡ଼ ହ୍ରାସ ପାଇଁ ନୂତନ ପଦକ୍ଷେପ ନିଆଯିବ। ଜନ୍ ଗହଳି ହ୍ରାସ ପାଈଁ ସୁଚିନ୍ତିତ ପଦକ୍ଷେପ ନିଆଯିବ। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲେଭେଟେଡ୍‌ କରିଡର ହେବ। ସେହିପରି ବାରଙ୍ଗରୁ ପଟିଆ ଷ୍ଟେସନ ଛକ, NH ୧୬ ଓ ସୁଆଙ୍ଗୋ ଦେଇ ଜଟଣୀ କେନାଲ ରାସ୍ତା ଏବଂ କଳ୍ପନା ଓ ମ୍ୟୁଜିଅମ୍‌ ଛକରେ ହେବ ଫ୍ଲାଏ ଓଭର ନିର୍ମାଣ।ଶିଶୁ ଭବନରୁ ମ୍ୟୁଜିଅମ୍‌ ରାସ୍ତାରେ ହେବ ROB ନିର୍ମାଣ କରାଯିବ।AG ଛକରେ ହେବ ଭୂତଳ ରାସ୍ତା ନିର୍ମାଣ ହେବ।ଭୁବନେଶ୍ବର ଇନ୍ନର ଓ ଆଉଟର ରିଙ୍ଗ୍‌ ରୋଡ୍‌ ନିର୍ମାଣ ହେବ ବୋଲି ବ୍ୟବସ୍ଥା ହୋଇଛି।