ରାଜଧାନୀ ଭୁବନେଶ୍ୱରରେ ବୋମାମାଡ଼: କାର୍‌ କାଚ ଚୁରମାର୍‌, ୫ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ବୋମା। ସହିଦନଗର ୱିନର୍ସ ଆସୋସିଏସନ ପାଖରେ ବୋମାମାଡ଼ ହୋଇଛି। ତେବେ ବୋମାମାଡ଼ରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ୩୦ରୁ ଅଧିକ ଦୁର୍ବୃତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି। ପୋଲିସ ପହଞ୍ଚିବା ପରେ ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। 