ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ୨ ଗିରଫ
ଭୁବନେଶ୍ବର ୨୮/୦୬: ରାଜଧାନୀରୁ ବ୍ରାଉନସୁଗାର ଜବତ, ୨ ଗିରଫ । ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ହେବ । ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ବେପାରି ଗିରଫ । ସୂଚନା ଦେଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସୂଚନା ଥାଉକି, ରାଜଧାନୀରେ ବେଧଡକ ବଢିଚାଲିଛି ବ୍ରାଉନସୁଗାର କାରବାର । ପୋଲିସର ନାଲିଆଖି ତଳେ ବେପାରୀ ମାନେ କରିଚାଲିଛନ୍ତି କାରବାର । ବାରମ୍ୱାର ଚଢାଉ ପରେ ବି ଚେତୁନାହାଁନ୍ତି ବ୍ୟବସାୟୀ ।
ଭୁବନେଶ୍ବର ୨୮/୦୬: ରାଜଧାନୀରୁ ବ୍ରାଉନସୁଗାର ଜବତ, ୨ ଗିରଫ । ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ହେବ । ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ବେପାରି ଗିରଫ । ସୂଚନା ଦେଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ।
ସୂଚନା ଥାଉକି, ରାଜଧାନୀରେ ବେଧଡକ ବଢିଚାଲିଛି ବ୍ରାଉନସୁଗାର କାରବାର । ପୋଲିସର ନାଲିଆଖି ତଳେ ବେପାରୀ ମାନେ କରିଚାଲିଛନ୍ତି କାରବାର । ବାରମ୍ୱାର ଚଢାଉ ପରେ ବି ଚେତୁନାହାଁନ୍ତି ବ୍ୟବସାୟୀ ।