ରାଜଧାନୀରେ ଖଇଫୁଟୁଛି ତାତି

ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ରାଜଧାନୀ, ସନ୍ତୁଳି ହେଉଛି ହଜାରେ ବର୍ଷର ସହର କଟକ। ଗତ ୧୦ ଦିନ ହେଲା ଟ୍ବିନସିଟିରେ ଖରା ତ ନୁହେଁ, ଆକାଶ ଉପରୁ ସତେଯେମିତି ଖସୁଛି ନିଆଁଝୁଲ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍।