ରାଜଧାନୀରେ ଥମୁନି ଗଞ୍ଜେଇ କାରବାର୍‌, ଗୋଡେଇ ଗୋଡେଇ କାର୍‌କୁ ଧରିଲା ପୋଲିସ

ଭୁବନେଶ୍ବର ୩୦।୦୯ : ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କାର୍‌ ସହ ଗଞ୍ଜେଇକୁ ଜବତ କଲା କମିଶନରେଟ୍‌ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଏହାସହିତ ଘଟଣାରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଖବର ଅନୁଯାୟୀ, ରାଜଧାନୀରେ ଏକ କାର୍‌ ସହ ଗଞ୍ଜେଇ ଚାଲାଣ ହେଉଥିବାର ଗୁଇନ୍ଦା ସୂଚନା ପାଇଥିଲା ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଯାହା ପରେ ଗାଡିକୁ ପିଛା କରିବା ଆରମ୍ଭ କରିଥିଲା କ୍ରାଇମ୍‌ ୟୁନିଟ୍‌ । ଶେଷରେ ଭୁବନେଶ୍ୱର ଉପକଣ୍ଠ କାଆଁଳା କାଇମାଟିଆ ନିକଟରେ କାର୍‌କୁ ଗୋଡେଇ ଗୋଡେଇ ଧରି ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ର ଏକ ଟିମ୍‌ । ସିଜ୍‌ ପରେ କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା । ତାକୁ ନେଇ ଛାନ୍‌ଭିନ୍ ଜାରି ରଖିଛି ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । 

ରାଜଧାନୀରେ ଥମୁନି ଗଞ୍ଜେଇ କାରବାର୍‌, ଗୋଡେଇ ଗୋଡେଇ କାର୍‌କୁ ଧରିଲା ପୋଲିସ

ଭୁବନେଶ୍ବର ୩୦।୦୯ : ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କାର୍‌ ସହ ଗଞ୍ଜେଇକୁ ଜବତ କଲା କମିଶନରେଟ୍‌ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଏହାସହିତ ଘଟଣାରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । 

ଖବର ଅନୁଯାୟୀ, ରାଜଧାନୀରେ ଏକ କାର୍‌ ସହ ଗଞ୍ଜେଇ ଚାଲାଣ ହେଉଥିବାର ଗୁଇନ୍ଦା ସୂଚନା ପାଇଥିଲା ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଯାହା ପରେ ଗାଡିକୁ ପିଛା କରିବା ଆରମ୍ଭ କରିଥିଲା କ୍ରାଇମ୍‌ ୟୁନିଟ୍‌ । ଶେଷରେ ଭୁବନେଶ୍ୱର ଉପକଣ୍ଠ କାଆଁଳା କାଇମାଟିଆ ନିକଟରେ କାର୍‌କୁ ଗୋଡେଇ ଗୋଡେଇ ଧରି ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ର ଏକ ଟିମ୍‌ । ସିଜ୍‌ ପରେ କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା । ତାକୁ ନେଇ ଛାନ୍‌ଭିନ୍ ଜାରି ରଖିଛି ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ।