ରାଜଧାନୀରେ ଦେଶବ୍ୟାପୀ କୃଷକଙ୍କ ଗର୍ଜନ, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନରେ ପୋଲିସର କଡା ପ୍ରହରା

ନୂଆଦିଲ୍ଲୀ ୦୬/୦୩: ଦେଶବ୍ୟାପୀ କୃଷକଙ୍କ ଆଜିର ବିରୋଧ ପ୍ରଦର୍ଶନ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଟିକ୍ରି, ସିଙ୍ଗୁ ଏବଂ ଗାଜିପୁର ସୀମା, ରେଳବାଇ ଏବଂ ମେଟ୍ରୋ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛି ପୋଲିସ । କାରଣ କୃଷକ ସଂଗଠନ ପୁଣି ଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । କୃଷକମାନେ ଟ୍ରେନ୍, ବସ୍, ବିମାନ ସମେତ ପ୍ରତ୍ୟେକ ମାର୍ଗରେ ଦିଲ୍ଲୀ ଯାତ୍ରା କରିବେ। ଏହି କୃଷକମାନେ ଦିଲ୍ଲୀର ଜନ୍ତର ମନ୍ତରରେ କ୍ୟାମ୍ପ କରିବାକୁ ଚାହୁଁଛନ୍ତି । ସୂଚନା ଥାଉକି, କିଛି ଦିନର ବିରତି ପରେ ପୁଣି 'ଦିଲ୍ଲୀ ଚଲୋ' ଡାକରା ଦେଇଛନ୍ତି କୃଷକ। ଆଜି ହଜାର ହଜାର କୃଷକ ବିକ୍ଷୋଭ ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଟିକ୍ରି, ସିଂଘୁ ଏବଂ ଗାଜିପୁର ସୀମା, ରେଲୱେ ଏବଂ ମେଟ୍ରୋ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ମାର୍ଚ୍ଚ ୩ରେ, କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଗଠନ - କିସାନ ମଜଦୁର ମୋର୍ଚ୍ଚା ଏବଂ ୟୁନାଇଟେଡ କିସାନ ମୋର୍ଚ୍ଚା 6ରେ ଦେଶର ବିଭିନ୍ନ କୃଷକଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ଆହ୍ୱାନ କରିଥିଲେ। wp:html #WATCH | On farmers' 'Delhi Chalo' march, farmer leader Sarwan Singh Pandher says, "...Today is the 23rd day of the protest launched by KMM & SKM (non-political). An announcement was m

ରାଜଧାନୀରେ ଦେଶବ୍ୟାପୀ କୃଷକଙ୍କ ଗର୍ଜନ, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନରେ ପୋଲିସର କଡା ପ୍ରହରା

ନୂଆଦିଲ୍ଲୀ ୦୬/୦୩: ଦେଶବ୍ୟାପୀ କୃଷକଙ୍କ ଆଜିର ବିରୋଧ ପ୍ରଦର୍ଶନ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଟିକ୍ରି, ସିଙ୍ଗୁ ଏବଂ ଗାଜିପୁର ସୀମା, ରେଳବାଇ ଏବଂ ମେଟ୍ରୋ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛି ପୋଲିସ । କାରଣ କୃଷକ ସଂଗଠନ ପୁଣି ଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । କୃଷକମାନେ ଟ୍ରେନ୍, ବସ୍, ବିମାନ ସମେତ ପ୍ରତ୍ୟେକ ମାର୍ଗରେ ଦିଲ୍ଲୀ ଯାତ୍ରା କରିବେ। ଏହି କୃଷକମାନେ ଦିଲ୍ଲୀର ଜନ୍ତର ମନ୍ତରରେ କ୍ୟାମ୍ପ କରିବାକୁ ଚାହୁଁଛନ୍ତି ।

ସୂଚନା ଥାଉକି, କିଛି ଦିନର ବିରତି ପରେ ପୁଣି 'ଦିଲ୍ଲୀ ଚଲୋ' ଡାକରା ଦେଇଛନ୍ତି କୃଷକ। ଆଜି ହଜାର ହଜାର କୃଷକ ବିକ୍ଷୋଭ ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଟିକ୍ରି, ସିଂଘୁ ଏବଂ ଗାଜିପୁର ସୀମା, ରେଲୱେ ଏବଂ ମେଟ୍ରୋ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ମାର୍ଚ୍ଚ ୩ରେ, କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଗଠନ - କିସାନ ମଜଦୁର ମୋର୍ଚ୍ଚା ଏବଂ ୟୁନାଇଟେଡ କିସାନ ମୋର୍ଚ୍ଚା 6ରେ ଦେଶର ବିଭିନ୍ନ କୃଷକଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ଆହ୍ୱାନ କରିଥିଲେ। wp:html

/wp:html

ଆନ୍ଦୋଳନକାରୀମାନେ ବସ୍, ଟ୍ରେନ୍ ଏବଂ ମେଟ୍ରୋ ଯୋଗେ ଦିଲ୍ଲୀରେ ପହଞ୍ଚିବାକୁ ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସିଂଘୁ ଏବଂ ଟିକ୍ରି ସୀମାରେ ପୁଲିସ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ ଜାରି ରହିଛି। ଦିଲ୍ଲୀର ଅନେକ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ରେଲୱେ, ମେଟ୍ରୋ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡରେ ଅତିରିକ୍ତ ପୁଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ ରହିଛନ୍ତି।

you can also read... wp:embed {"url":"https://www.prameyanews7.com/lucknow-cylinder-blast-shakes-area-5-people-died/","type":"wp-embed","providerNameSlug":"prameya-news-7"}

https://www.prameyanews7.com/lucknow-cylinder-blast-shakes-area-5-people-died/
/wp:embed