ରାଜଧାନୀରେ ମାତିଲେ ଲୁଟେରା, ଗ୍ରୀଲ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ଅଳଙ୍କାର

ଭୁବନେଶ୍ୱର ୧୯/୦୮: ରାଜଧାନୀରୁ ପୁଣି ହେଲା ଲୁଟ୍ । ରଙ୍ଗେଶ୍ୱର ନଗରରୁ ହେଲା ଲୁଟ୍ । ଝରକା ଏବଂ ଗ୍ରୀଲ ତାଡି ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ୩ ଘଣ୍ଟାରେ ୩ ଟି ରୁମ୍ ଗଡରେଜ୍ ଭାଙ୍ଗି ଲୁଟିନେଲେ ଗହଣା । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଥିବା ବେଳେ ସିସିଟିଭି ଆଧାରରେ ସ୍ପେଶାଲ୍ ସ୍କ୍ୱାର୍ଡ ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସର ତଦନ୍ତ । ରାଜଧାନୀରେ କ୍ରମାଗତ ଲୁଟ୍ ଲୋକଙ୍କ ମନରେ ଭୟ ଏବଂ କମିଶନରେଟ୍ ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି ।  

ରାଜଧାନୀରେ ମାତିଲେ ଲୁଟେରା, ଗ୍ରୀଲ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ଅଳଙ୍କାର

ଭୁବନେଶ୍ୱର ୧୯/୦୮: ରାଜଧାନୀରୁ ପୁଣି ହେଲା ଲୁଟ୍ । ରଙ୍ଗେଶ୍ୱର ନଗରରୁ ହେଲା ଲୁଟ୍ । ଝରକା ଏବଂ ଗ୍ରୀଲ ତାଡି ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ୩ ଘଣ୍ଟାରେ ୩ ଟି ରୁମ୍ ଗଡରେଜ୍ ଭାଙ୍ଗି ଲୁଟିନେଲେ ଗହଣା । 

ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଥିବା ବେଳେ ସିସିଟିଭି ଆଧାରରେ ସ୍ପେଶାଲ୍ ସ୍କ୍ୱାର୍ଡ ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସର ତଦନ୍ତ । ରାଜଧାନୀରେ କ୍ରମାଗତ ଲୁଟ୍ ଲୋକଙ୍କ ମନରେ ଭୟ ଏବଂ କମିଶନରେଟ୍ ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି ।