ରାଜପଥ କଡ଼କୁ ଓଲଟିଲା କାର, ୪ ଯାତ୍ରୀ ଗୁରୁତର

ଭଦ୍ରକ ୧୮।୧୨: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି । ରାଜପଥ କଡ଼କୁ ଓଲଟିଲା କାର୍ । ଜଣେ ଗର୍ଭବତୀଙ୍କୁ ଭେଟିବାକୁ ୪ ଜଣ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁନିସିପାଟଣା ଅଞ୍ଚଳରୁ କେତେକ ଲୋକେ ମେଡିକାଲରେ ଭର୍ତ୍ତି ହୋଇଥିବା ଗର୍ଭବତୀ ମହିଳାଙ୍କୁ ଦେଖା କରିବା ପାଇଁ ଆସୁଥିଲେ । ୧୬ ନମ୍ୱର ଜାତୀୟ ରାଜପଥର ବାରିକପୁର ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାଜପଥ କଡ଼କୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରିଛନ୍ତି ।You Can Read:ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ବେକରେ କଟୁରୀ ଲଗାଇ ଝାମ୍ପିନେଲେ ୫୦ ହଜାର ଟଙ୍କା

ରାଜପଥ କଡ଼କୁ ଓଲଟିଲା କାର, ୪ ଯାତ୍ରୀ ଗୁରୁତର

ଭଦ୍ରକ ୧୮।୧୨: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି । ରାଜପଥ କଡ଼କୁ ଓଲଟିଲା କାର୍ । ଜଣେ ଗର୍ଭବତୀଙ୍କୁ ଭେଟିବାକୁ ୪ ଜଣ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । 

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁନିସିପାଟଣା ଅଞ୍ଚଳରୁ କେତେକ ଲୋକେ ମେଡିକାଲରେ ଭର୍ତ୍ତି ହୋଇଥିବା ଗର୍ଭବତୀ ମହିଳାଙ୍କୁ ଦେଖା କରିବା ପାଇଁ ଆସୁଥିଲେ । ୧୬ ନମ୍ୱର ଜାତୀୟ ରାଜପଥର ବାରିକପୁର ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାଜପଥ କଡ଼କୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରିଛନ୍ତି ।

You Can Read:

ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍, ବେକରେ କଟୁରୀ ଲଗାଇ ଝାମ୍ପିନେଲେ ୫୦ ହଜାର ଟଙ୍କା