ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଲରମ୍ଭାରେ ନବନିର୍ମିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ଆଜି ଅତାବିରା ବ୍ଲକ୍ ଅନ୍ତର୍ଗତ ଲରମ୍ଭକ୍ଷ ଠାରେ ୩୪ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନବ ନିର୍ମିତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ନିହାର ରଞ୍ଜନ ମହନନ୍ଦଙ୍କ କରକମଳରେ ତହସିଲଦାର ବ୍ରଜ କିଶୋର ସାହୁ, ଅତିରିକ୍ତ ତହସିଲଦାର ଅଙ୍କିତ କୁମାର ପଣ୍ଡା, ରାଜସ୍ୱ ପର୍ଯ୍ୟବେକ୍ଷକ ରୁସୁଭ ସାହୁ, ଓ ରାଜସ୍ୱ ନୀରିକ୍ଷକ ବବିତା ସାହୁ ପ୍ରମୁଖଙ୍କ ଦ୍ବାରା ଉଦଘାଟିତ […]

ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଲରମ୍ଭାରେ ନବନିର୍ମିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ଆଜି ଅତାବିରା ବ୍ଲକ୍ ଅନ୍ତର୍ଗତ ଲରମ୍ଭକ୍ଷ ଠାରେ ୩୪ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନବ ନିର୍ମିତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ନିହାର ରଞ୍ଜନ ମହନନ୍ଦଙ୍କ କରକମଳରେ ତହସିଲଦାର ବ୍ରଜ କିଶୋର ସାହୁ, ଅତିରିକ୍ତ ତହସିଲଦାର ଅଙ୍କିତ କୁମାର ପଣ୍ଡା, ରାଜସ୍ୱ ପର୍ଯ୍ୟବେକ୍ଷକ ରୁସୁଭ ସାହୁ, ଓ ରାଜସ୍ୱ ନୀରିକ୍ଷକ ବବିତା ସାହୁ ପ୍ରମୁଖଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି।