ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଘୋଷଣା, କେଉଁମାନେ ସ୍ଥାନ ପାଇଲେ ଜାଣନ୍ତୁ ?
ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଘୋଷଣା। ୫୯ ଜଣିଆ ପ୍ରଚାର କମିଟି ଘୋଷଣା କଲା ଏଆଇସିସି। କଂଗ୍ରେସ... The post ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଘୋଷଣା, କେଉଁମାନେ ସ୍ଥାନ ପାଇଲେ ଜାଣନ୍ତୁ ? appeared first on .
ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଘୋଷଣା। ୫୯ ଜଣିଆ ପ୍ରଚାର କମିଟି ଘୋଷଣା କଲା ଏଆଇସିସି। କଂଗ୍ରେସ ସାଧାରଣ ସମ୍ପାଦକ କେସି. ଭେଣୁଗୋପାଳ ଏହି ପ୍ରଚାର କମିଟିକୁ ଅନୁମୋଦନ କରିଛନ୍ତି। ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ଵରେ ଏହି ପ୍ରଚାର କମିଟି ଗଠନ କରାଯାଇଛି। ନବଜ୍ୟୋଜିତ ପଟ୍ଟନାୟକଙ୍କୁ ପ୍ରଚାର କମିଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସୁଧାଂଶୁ ଶେଖର ଦେଓ ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଚାର କମିଟିରେ ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କେପି ସିଂହଦେଓ, ନିରଂଜନ ପଟ୍ଟନାୟକ, କାହ୍ନୁ ଚରଣ ଲେଙ୍କା, ଶ୍ରୀକାନ୍ତ ଜେନା, ଗିରିଧର ଗମାଙ୍ଗ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ସପ୍ତଗିରି ଉଲାକା, ବିଜୟ କୁମାର ପଟ୍ଟନାୟକଙ୍କ ସହ ଅନ୍ୟ ପ୍ରମୁଖ ନେତା ଅଛନ୍ତି।
The post ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଘୋଷଣା, କେଉଁମାନେ ସ୍ଥାନ ପାଇଲେ ଜାଣନ୍ତୁ ? appeared first on .