ରିଲିଜ୍ ହେଲା ‘ଦେବରା’ ପାର୍ଟ-୧ର ଟ୍ରେଲର, ଦମ୍‌ଦାର ଆକ୍ସନରେ ନଜର ଆସିଲେ NTR

ମୁମ୍ଵାଇ ୧୧।୦୯; ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦେବରା। ବର୍ତ୍ତମାନ ଦେବରା ପାର୍ଟ -୧'ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ସମୟ ପରେ ପ୍ରଶଂସକମାନେ ଶେଷରେ ଫିଲ୍ମର ଝଲକ ପାଇଛନ୍ତି । ଟ୍ରେଲରରେ ଜୁନିଅର ଏନଟିଆରଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳିଛି । ଜାହ୍ନବୀ କପୁରଙ୍କ ସହିତ ତାଙ୍କର କେମେଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଛି। ଟ୍ରେଲରରେ ଜୁନିଅର ଏନଟିଆରଙ୍କ ଭୟଙ୍କର ଆକ୍ସନ ଦେଖିବାକୁ ମିଳିଛି ।ଫିଲ୍ମରେ ସୈଫ ଅଲି ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର 'ଦେବାରା ପାର୍ଟ -୧' ମାଧ୍ୟମରେ ଦକ୍ଷିଣ ଚଳଚ୍ଚିତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହ ସହିତ ଅପେକ୍ଷା କରି ରହିଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ପୂର୍ବରୁ ଫିଲ୍ମର ଦୁଇଟି ଗୀତ ସାମ୍ନାକୁ ଆସିଥିଲା। ଉଭୟ ଗୀତ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛିଦେବାରା-୧ ହେଉଛି ଏକ ତେଲୁଗୁ ଆକ୍ସନ୍ ଡ୍ରାମା । ଯାହା ସେପ୍ଟେମ୍ବର ୨୭ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । କୋରତାଲା ଶିବ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।କୁହାଯାଉଛି କି, ଫିଲ୍ମର ବଜେଟ୍ ୩୦୦ କୋଟି ଟଙ୍କା । ଫିଲ୍ମର ଲିଡ୍‌ରେ ଅଛନ୍ତି ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁର । ଭିଲେନ୍ ଭୂମିକାରେ ସୈଫ ଅଲି ଖାନ ନଜର ଆସିବେ। ପ୍ରଶଂସକମାନେ ଏହାକୁ ଉତ୍ସାହ ସହିତ ଅପେକ୍ଷା କରି ରହିଛ

ରିଲିଜ୍ ହେଲା ‘ଦେବରା’ ପାର୍ଟ-୧ର ଟ୍ରେଲର, ଦମ୍‌ଦାର ଆକ୍ସନରେ ନଜର ଆସିଲେ NTR

ମୁମ୍ଵାଇ ୧୧।୦୯; ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦେବରା। ବର୍ତ୍ତମାନ ଦେବରା ପାର୍ଟ -୧'ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ସମୟ ପରେ ପ୍ରଶଂସକମାନେ ଶେଷରେ ଫିଲ୍ମର ଝଲକ ପାଇଛନ୍ତି । ଟ୍ରେଲରରେ ଜୁନିଅର ଏନଟିଆରଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳିଛି । ଜାହ୍ନବୀ କପୁରଙ୍କ ସହିତ ତାଙ୍କର କେମେଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଛି। ଟ୍ରେଲରରେ ଜୁନିଅର ଏନଟିଆରଙ୍କ ଭୟଙ୍କର ଆକ୍ସନ ଦେଖିବାକୁ ମିଳିଛି ।


ଫିଲ୍ମରେ ସୈଫ ଅଲି ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର 'ଦେବାରା ପାର୍ଟ -୧' ମାଧ୍ୟମରେ ଦକ୍ଷିଣ ଚଳଚ୍ଚିତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହ ସହିତ ଅପେକ୍ଷା କରି ରହିଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ପୂର୍ବରୁ ଫିଲ୍ମର ଦୁଇଟି ଗୀତ ସାମ୍ନାକୁ ଆସିଥିଲା। ଉଭୟ ଗୀତ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି

ଦେବାରା-୧ ହେଉଛି ଏକ ତେଲୁଗୁ ଆକ୍ସନ୍ ଡ୍ରାମା । ଯାହା ସେପ୍ଟେମ୍ବର ୨୭ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । କୋରତାଲା ଶିବ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।କୁହାଯାଉଛି କି, ଫିଲ୍ମର ବଜେଟ୍ ୩୦୦ କୋଟି ଟଙ୍କା । ଫିଲ୍ମର ଲିଡ୍‌ରେ ଅଛନ୍ତି ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁର । ଭିଲେନ୍ ଭୂମିକାରେ ସୈଫ ଅଲି ଖାନ ନଜର ଆସିବେ। ପ୍ରଶଂସକମାନେ ଏହାକୁ ଉତ୍ସାହ ସହିତ ଅପେକ୍ଷା କରି ରହିଛନ୍ତି ।