ରାଜ୍ୟ ସଭା ଯିବେ ସୋନିଆ: କଂଗ୍ରେସ ଘୋଷଣା କଲା ୪ ପ୍ରାର୍ଥୀଙ୍କ ନାମ…
ନୂଆଦିଲ୍ଲୀ,୧୪।୨ : କଂଗ୍ରେସ ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ୪ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରି ନାହିଁ। କଂଗ୍ରେସ ଏଠାରୁ କେବଳ ଗୋଟିଏ ଆସନ ପାଇପାରିବ। ଏହାପୂର୍ବରୁ ଭାଜପା ବୁଧବାର ୨ ଟି ରାଜ୍ୟରୁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରୁ […] The post ରାଜ୍ୟ ସଭା ଯିବେ ସୋନିଆ: କଂଗ୍ରେସ ଘୋଷଣା କଲା ୪ ପ୍ରାର୍ଥୀଙ୍କ ନାମ… appeared first on Dharitri Odia News.
ନୂଆଦିଲ୍ଲୀ,୧୪।୨ : କଂଗ୍ରେସ ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ୪ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରି ନାହିଁ। କଂଗ୍ରେସ ଏଠାରୁ କେବଳ ଗୋଟିଏ ଆସନ ପାଇପାରିବ। ଏହାପୂର୍ବରୁ ଭାଜପା ବୁଧବାର ୨ ଟି ରାଜ୍ୟରୁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରୁ ସୋନିଆ ଗାନ୍ଧୀ, ବିହାରରୁ ଅଖିଳେଶ ପ୍ରତାପ ସିଂ, ହିମାଚଳରୁ ଅଭିଷେକ ମନୁ ସିଂଭି ଏବଂ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋର ପ୍ରାର୍ଥୀ ହୋଇଛନ୍ତି।
Congress releases a list of candidates for the Rajya Sabha Biennial elections.
Sonia Gandhi from Rajasthan
Abhishek Manu Singhvi from Himachal Pradesh pic.twitter.com/lXFCvMXgZp— ANI (@ANI) February 14, 2024
The post ରାଜ୍ୟ ସଭା ଯିବେ ସୋନିଆ: କଂଗ୍ରେସ ଘୋଷଣା କଲା ୪ ପ୍ରାର୍ଥୀଙ୍କ ନାମ… appeared first on Dharitri Odia News.