'ରାଜ୍ୟ ସରକାର ଆଦିବାସୀ ବିରୋଧୀ'

ଆଦିବାସୀ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ବିଜେପିର ଟାର୍ଗେଟ।

'ରାଜ୍ୟ ସରକାର ଆଦିବାସୀ ବିରୋଧୀ'

ଆଦିବାସୀ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ବିଜେପିର ଟାର୍ଗେଟ। କ୍ୟାବିନେଟରେ ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ନିର୍ବାଚନ ବୈତରଣୀ ପାରି ହେବା ପାଇଁ ବିଜେଡି ସରକାର ଯୋଜନା କରିଥିବା ଅଭିଯୋଗ କରିଛି ବିଜେପି। ତେବେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଧିକ କଣ କହିଛନ୍ତି ଶୁଣନ୍ତୁ।