ବିଜେଡି ଛାଡ଼ିବେ କି ସମୀର ?

ବିଧାୟକ ସମୀର ଦାଶଙ୍କ ବିଜେଡି ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି ।

ବିଜେଡି ଛାଡ଼ିବେ କି ସମୀର ?

ଟିକେଟ୍ ପାଇବା ପରେ ଦିଲ୍ଲୀପ ଦେଖାଇଲେ ଦମ୍‌, ସଂଧ୍ୟାରେ ଭାଇନା କଲେ ପୁଣି କର୍ମୀ ମେଳି । ବିଜେଡି ଭାଇନାଙ୍କୁ କେଉଁଠି ସମୟ ମାଗିଥିଲା। ଏହାରି ଭିତରେ ଦଳୀୟ ପ୍ରାର୍ଥୀ କିନ୍ତୁ ସାସଂଦ ପ୍ରାର୍ଥୀଙ୍କୁ ଧରି ବିଶାଳ ବାଇକ ଶୋ’ କରିଛନ୍ତି । ତେବେ ମେ 1 ରେ ଭାଇନାଙ୍କ କଣ ରହିବ ପଦକ୍ଷେପ ? ଦେଖନ୍ତୁ ପୂରା ରିପୋର୍ଟ।