ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ । ଲୋକସେବା ଭବନରେ ଶିକ୍ଷକ ମଞ୍ଚର ଏକ ଟିମ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସକାରାତ୍ମକ ରହିଛି । ମୂଳ ଗ୍ରେଡ଼ ପେ ହଜାର ୨ ଶହ ଟଙ୍କା କରିବା, ୬ ବର୍ଷର ଠିକା ଚାକିରି କାଳକୁ ମୂଳ ଚାକିରିରେ ଯୋଡ଼ିବା, ପେନସନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ସହ […] The post ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ appeared first on KNews Odisha.

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ । ଲୋକସେବା ଭବନରେ ଶିକ୍ଷକ ମଞ୍ଚର ଏକ ଟିମ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସକାରାତ୍ମକ ରହିଛି । ମୂଳ ଗ୍ରେଡ଼ ପେ ହଜାର ୨ ଶହ ଟଙ୍କା କରିବା, ୬ ବର୍ଷର ଠିକା ଚାକିରି କାଳକୁ ମୂଳ ଚାକିରିରେ ଯୋଡ଼ିବା, ପେନସନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ହୋଇଛି । ବିଭାଗ ମଧ୍ୟ ଏ ଦିଗରେ ସଠିକ ପଦକ୍ଷେପ ନେବ ବୋଲି ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏ ନେଇ ଶିକ୍ଷକ ସଙ୍ଘ ତରଫରୁ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।
The post ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ appeared first on KNews Odisha.