ରାଜ୍ୟରେ ବିଜେପି ରେକର୍ଡ ସଂଖ୍ୟକ ଭୋଟ ପାଇଛି, ଆଗକୁ ସଦସ୍ୟ ସଂଖ୍ୟା ଦ୍ୱିଗୁଣିତ କରାଯିବ

ଭୁବନେଶ୍ୱର ୦୬।୦୪ : ରବିବାର ବିଜେପିର ପ୍ରତିଷ୍ଠା ଦିବସ । ଏହି ଅବସରରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମହମୋହନ ସାମଲ । ୪୬ ତମ ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତ୍ତାଙ୍କ ଠାରୁ ତୃଣମୂଳସ୍ତରର କର୍ମକର୍ତ୍ତାମାନେ ଉତ୍ସାହିତ ଅଛନ୍ତି । ଜାମ୍ମୁ-କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ନିଜକୁ ସୁଦୃଢ କରିଛି ବିଜେପି । ଏବେ ଯାଏଁ ମୋଟ ୨୧ଟି ରାଜ୍ୟରେ ସେବା କରିବା ପାଇଁ ଲୋକଙ୍କ ଆର୍ଶୀବାଦ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଶ୍ୱର ୧ ନମ୍ବର ଦଳ ହିସାବରେ ଆଜି ଲୋକଙ୍କ ସେବା କରିଆସୁଛି । ଲୋକଙ୍କ ସହଯୋଗ, ଶୁଭେଚ୍ଛା, ଆର୍ଶୀବାଦରେ ଦଳ ଆଗକୁ ଯାଇଛି । ଭାରତକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ କାମ କରୁଛନ୍ତି । ଉଭୟ ଲୋକ ସଭା ଏବଂ ବିଧାନସଭାରେ ଆମର ପ୍ରଦର୍ଶନ ଖୁବ୍‌ ପ୍ରଶଂସନୀୟ ରହିଛି । ଓଡ଼ିଶାର ଜନତା ଆମକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ୍‌ । ରେକର୍ଡ ସଂଖ୍ୟକ ସଦସତ୍ୟତା ହାସଲ କରିଛି ଦଳ । ୪୦ ଲକ୍ଷରୁ ଅଧିକ ସଦସ୍ୟତା ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଏହାକୁ ୨ ଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି । 