ରାଜ୍ୟରେ ୨୦ଟଙ୍କାରେ ମିଳୁଛି ଆଳୁ, କମ୍ ଦାମ୍‌ରେ ମିଳିବ ପିଆଜ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର ୨୩।୮: ରାଜ୍ୟରେ ଆଳୁ ସଙ୍କଟ ଧିରେ ଧିରେ ଦୂର ହେଉଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଟ୍ରେନ୍ ଯୋଗେ ଆଳୁ ଆସୁଛି । ଖୁବ୍‌ ଶୀଘ୍ର ଆସି ପହଞ୍ଚିବ । ଗୁରୁବାର ଠାରୁ ୨୦ ଟଙ୍କାରେ ଆଳୁ ମିଳୁଛି । ନାଫେଡ ଜରିଆରେ ପର୍ଯ୍ୟାପ୍ତ ଆଳୁ ଦିଆଯିବ । ଶହ ଶହ ଟ୍ରିପ୍ ଆଳୁ ଆସୁଛି । ସେପଟେ ପିଆଜ ରେଟ୍ ବଢୁଛି । ନାଫେଡ୍ ଜରିଆରେ ଦୈନିକ ଦୁଇ ଦୁଇ ଟ୍ରିପ୍ ପିଆଜ ଆସିବ । ରାଜ୍ୟରେ କମ୍ ଦାମ୍‌ରେ ପିଆଜ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।You Can Read:ଶନିବାର ଶ୍ରୀମନ୍ଦିର ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ରାଜ୍ୟରେ ୨୦ଟଙ୍କାରେ ମିଳୁଛି ଆଳୁ, କମ୍ ଦାମ୍‌ରେ ମିଳିବ ପିଆଜ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର ୨୩: ରାଜ୍ୟରେ ଆଳୁ ସଙ୍କଟ ଧିରେ ଧିରେ ଦୂର ହେଉଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଟ୍ରେନ୍ ଯୋଗେ ଆଳୁ ଆସୁଛି । ଖୁବ୍‌ ଶୀଘ୍ର ଆସି ପହଞ୍ଚିବ । ଗୁରୁବାର ଠାରୁ ୨୦ ଟଙ୍କାରେ ଆଳୁ ମିଳୁଛି । ନାଫେଡ ଜରିଆରେ ପର୍ଯ୍ୟାପ୍ତ ଆଳୁ ଦିଆଯିବ । ଶହ ଶହ ଟ୍ରିପ୍ ଆଳୁ ଆସୁଛି । 

ସେପଟେ ପିଆଜ ରେଟ୍ ବଢୁଛି । ନାଫେଡ୍ ଜରିଆରେ ଦୈନିକ ଦୁଇ ଦୁଇ ଟ୍ରିପ୍ ପିଆଜ ଆସିବ । ରାଜ୍ୟରେ କମ୍ ଦାମ୍‌ରେ ପିଆଜ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଶନିବାର ଶ୍ରୀମନ୍ଦିର ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ