ରାତି ଅଧରେ କବାଟ ବାଡେଇଲେ, ନଖୋଲିବାରୁ …

ଭୁବନେଶ୍ୱର,୨୯।୧(ସୂର୍ଯ୍ୟକାନ୍ତ ବେହେରା): ରାତି ଅଧରେ କବାଟ ବାଡେଇଲେ। ନ ଖୋଲିବାରୁ ଘର ଛାତ ଉପର ଦେଇ ଭିତରକୁ ପଶି ଜଣେ ଶ୍ରମିକଙ୍କୁ ନିସ୍ତୁକ ମାଡ ମାରିବା ସହ ଆସବାପତ୍ର ଫୋପାଡି ଭାଙ୍ଗିଦେଇଥିଲେ। ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ଅଞ୍ଚଳରେ ରହୁଥିବା ଫୁଲବାଣୀର ସୁରେନ୍ଦ୍ର ଦିଗଲ ଓରଫ କାଲୁ। ତେବେ ତାଙ୍କଠାରୁ ଅପରାଧରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି । […] The post ରାତି ଅଧରେ କବାଟ ବାଡେଇଲେ, ନଖୋଲିବାରୁ … appeared first on Dharitri Odia News.

ରାତି ଅଧରେ କବାଟ ବାଡେଇଲେ, ନଖୋଲିବାରୁ …

ଭୁବନେଶ୍ୱର,୨୯।୧(ସୂର୍ଯ୍ୟକାନ୍ତ ବେହେରା): ରାତି ଅଧରେ କବାଟ ବାଡେଇଲେ। ନ ଖୋଲିବାରୁ ଘର ଛାତ ଉପର ଦେଇ ଭିତରକୁ ପଶି ଜଣେ ଶ୍ରମିକଙ୍କୁ ନିସ୍ତୁକ ମାଡ ମାରିବା ସହ ଆସବାପତ୍ର ଫୋପାଡି ଭାଙ୍ଗିଦେଇଥିଲେ। ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ଅଞ୍ଚଳରେ ରହୁଥିବା ଫୁଲବାଣୀର ସୁରେନ୍ଦ୍ର ଦିଗଲ ଓରଫ କାଲୁ। ତେବେ ତାଙ୍କଠାରୁ ଅପରାଧରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି । ଜାମିନ ନାମଞ୍ଜୁର ହେବାରୁ ଦିଗଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

The post ରାତି ଅଧରେ କବାଟ ବାଡେଇଲେ, ନଖୋଲିବାରୁ … appeared first on Dharitri Odia News.