ରାତି ପାହିଲେ ଉତ୍କଳ ଦିବସ, ଆଲୋକମାଳାରେ ଝଲସୁଛି ରାଜଧାନୀ ଭୁବନେଶ୍ଵର

ଭୁବନେଶ୍ଵର: ଓଡ଼ିଶା ଦିବସ ପାଇଁ ଆଲୋକମାଳାରେ ସଜେଇ ହୋଇଛି  ରାଜଧାନୀ ଭୁବନେଶ୍ବର। ଏପ୍ରିଲ ୧ ତାରିଖ କୁ ଆମେ ଉତ୍କଳ ଦିବସ ରୂପେ ପାଳି ଆସୁଛୁ। ବିଧାନ ସଭା ଠାରୁ ଆରମ୍ଭକରି ଲୋକସେବା ଭବନ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ  ସୁନ୍ଦର ଆଲୋକ ରେ ସଜ୍ଜା ଯାଇଛି । ଭିନ୍ନ ଭିନ୍ନ ସୁଦୃଶ୍ୟ ରଗିନ ଆଲୋକ  ରେ ସଜେଇ ହୋଇଛି ସରକାରୀ କୋଠା ।ଲୋକସେବା ଭବନ ବିଧାନସଭା, ,କୃଷି ଭବନ,OMC ହାଉସ, ରାଜ୍ୟ ଅତିଥି ଭବନ, କମିସନରେଟ ପୋଲିସ ମୁଖ୍ୟାଳୟ, ଖାରବେଳ ଭବନ, ରାଜୀବ ଭବନ, ନିର୍ମାଣ ସୌଧ ,ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ,  ଷ୍ଟେଟ ବ୍ୟାଙ୍କ    ଭଳି ବିଭିନ୍ନ ପ୍ରତିଷ୍ଠାନ ସଜେଇ ହୋଇଛ। ଚଳିତ ବର୍ଷ ଓଡ଼ିଶା ଦିବସ ସହ ୧୪ ଦିନ ଯାଏଁ ଓଡ଼ିଆ ପକ୍ଷ ପାଳିବ ଓଡ଼ିଶା ।   ରାସ୍ତା ରେ  ଯିଏ   ବି  ଯାଉଚି  ଫଟୋ ଟିଏ ଉଠାଇବକୁ  ଭୁଲୁ ନାହାନ୍ତି।୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ।] ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଓଡ଼ିଶା ଦିବସ କୁ ନେଇ ଗର୍ବ ଅନୁଭବ କରିଛନ୍ତି ଓଡ଼ିଆ। 

ରାତି ପାହିଲେ ଉତ୍କଳ ଦିବସ, ଆଲୋକମାଳାରେ ଝଲସୁଛି ରାଜଧାନୀ ଭୁବନେଶ୍ଵର

ଭୁବନେଶ୍ଵର: ଓଡ଼ିଶା ଦିବସ ପାଇଁ ଆଲୋକମାଳାରେ ସଜେଇ ହୋଇଛି  ରାଜଧାନୀ ଭୁବନେଶ୍ବର। ଏପ୍ରିଲ ୧ ତାରିଖ କୁ ଆମେ ଉତ୍କଳ ଦିବସ ରୂପେ ପାଳି ଆସୁଛୁ। ବିଧାନ ସଭା ଠାରୁ ଆରମ୍ଭକରି ଲୋକସେବା ଭବନ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ  ସୁନ୍ଦର ଆଲୋକ ରେ ସଜ୍ଜା ଯାଇଛି । ଭିନ୍ନ ଭିନ୍ନ ସୁଦୃଶ୍ୟ ରଗିନ ଆଲୋକ  ରେ ସଜେଇ ହୋଇଛି ସରକାରୀ କୋଠା ।

ଲୋକସେବା ଭବନ ବିଧାନସଭା, ,କୃଷି ଭବନ,OMC ହାଉସ, ରାଜ୍ୟ ଅତିଥି ଭବନ, କମିସନରେଟ ପୋଲିସ ମୁଖ୍ୟାଳୟ, ଖାରବେଳ ଭବନ, ରାଜୀବ ଭବନ, ନିର୍ମାଣ ସୌଧ ,ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ,  ଷ୍ଟେଟ ବ୍ୟାଙ୍କ    ଭଳି ବିଭିନ୍ନ ପ୍ରତିଷ୍ଠାନ ସଜେଇ ହୋଇଛ। ଚଳିତ ବର୍ଷ ଓଡ଼ିଶା ଦିବସ ସହ ୧୪ ଦିନ ଯାଏଁ ଓଡ଼ିଆ ପକ୍ଷ ପାଳିବ ଓଡ଼ିଶା ।   ରାସ୍ତା ରେ  ଯିଏ   ବି  ଯାଉଚି  ଫଟୋ ଟିଏ ଉଠାଇବକୁ  ଭୁଲୁ ନାହାନ୍ତି।

୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ।] ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଓଡ଼ିଶା ଦିବସ କୁ ନେଇ ଗର୍ବ ଅନୁଭବ କରିଛନ୍ତି ଓଡ଼ିଆ।