ରାତି ୨ଟା ରେ କଣ ବାଚସ୍ପତି ଲିଖିତ ପର୍ମିସନ ଦେଇଥିଲେ Suspended Congress MLA protest out side assembly, Bbsr
ରାତି ୨ ଟା ବେଳେ ଆମକୁ ବଳ ପୂର୍ବକ ବାହାର କରିବାକୁ ପୋଲିସ୍ ବଳ ପ୍ରୟୋଗ କରାଯାଇଛି। ୧୪ କଂଗ୍ରେସ ବିଧାୟକ ଆମେ ଛିଡା ହେଇଛୁ ! ଏମାନେ ଜାଣି ନାହାନ୍ତି ସରକାର କେମିତି ଚଳେଇବେ ! ଏମାନେ ଆମକୁ ନେଇ ବୁଲେଇ ବୁଲେଇ ଛାଡ଼ି ଦେଲେ ! Suspended 14