ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; ଆଲୋକିତ ହେଲା ସାରା ଦେଶ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ସାରା ଦେଶରେ ଦୀପାବଳିର ଭ୍ରମ। ଅଯୋଧ୍ୟା ନଗରୀରେ ଲାଗିଛି ହଜାର ହଜାର... The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; ଆଲୋକିତ ହେଲା ସାରା ଦେଶ appeared first on .

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; ଆଲୋକିତ ହେଲା ସାରା ଦେଶ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ସାରା ଦେଶରେ ଦୀପାବଳିର ଭ୍ରମ। ଅଯୋଧ୍ୟା ନଗରୀରେ ଲାଗିଛି ହଜାର ହଜାର ଦୀପ। କେବଳ ମନ୍ଦିର ପରିସର ନୁହେଁ ସାରା ଅଯୋଧ୍ୟା ନଗରୀରେ ଭକ୍ତମାନେ ସ୍ବତଃ ସ୍ଫବୃର୍ତ୍ତ ହୋଇ ଆଲୋକ ସଜ୍ଜା କରିଛନ୍ତି। ରଙ୍ଗବେରଙ୍ଗରେ ଆଲୋକମାଳା ସହ ଦୀପଦାନରେ ଝଲସୁଛି ପରିବେଶ।

ଅଯୋଧ୍ୟାରେ ହଜାର ହଜାର ସାଧୁସନ୍ଥ ଉପସ୍ଥିତ ରହି ଏହି ନୈସର୍ଗିକ ଅବସରକୁ ଉପଭୋଗ କରିଛନ୍ତି। କେବଳ ଅଯୋଧ୍ୟା ନୁହେଁ ଦେଶର ପ୍ରମୁଖ ସହରରେ ଥିବା ରାମ ମନ୍ଦିର ଗୁଡିକରେ ଆଲୋକ ସଜ୍ଜା ହୋଇଛି । ଏହା ସହ ପ୍ରାର୍ଥନା, ଭଜନ, କୀର୍ତ୍ତନରେ କମ୍ପୁଛି ପରିବେଶ।

The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; ଆଲୋକିତ ହେଲା ସାରା ଦେଶ appeared first on .