ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଉପବାସ ରଖିବେ ମୋଦି, ଭୂଇଁରେ ଶୋଇବା ସହ ୧୧ଦିନ ଧରି ରଖିବେ ମୌନବ୍ରତ

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏଥିପାଇଁ ସେ ୧୧ ଦିବସୀୟ ଏକ ବ୍ରତ ପାଳନ କରିବାକୁ ଯାଉଛନ୍ତି। ଏହା ମୁତାବିକ, ସେ ତଳେ ଶୋଇବା ସହ ୧୧ଦିନ ଧରି ମୌନ ବ୍ରତ ମଧ୍ୟ ରଖିବେ। ସକାଳେ ଶୀଘ୍ର ଉଠି ପ୍ରାର୍ଥନା, ଜପଧ୍ୟାନ ଆଦି କରିବେ। ସୂଚନାଥାଉ କି, ମୋଦି […] The post ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଉପବାସ ରଖିବେ ମୋଦି, ଭୂଇଁରେ ଶୋଇବା ସହ ୧୧ଦିନ ଧରି ରଖିବେ ମୌନବ୍ରତ appeared first on Dharitri Odia News.

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଉପବାସ ରଖିବେ ମୋଦି, ଭୂଇଁରେ ଶୋଇବା ସହ ୧୧ଦିନ ଧରି ରଖିବେ ମୌନବ୍ରତ

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏଥିପାଇଁ ସେ ୧୧ ଦିବସୀୟ ଏକ ବ୍ରତ ପାଳନ କରିବାକୁ ଯାଉଛନ୍ତି। ଏହା ମୁତାବିକ, ସେ ତଳେ ଶୋଇବା ସହ ୧୧ଦିନ ଧରି ମୌନ ବ୍ରତ ମଧ୍ୟ ରଖିବେ। ସକାଳେ ଶୀଘ୍ର ଉଠି ପ୍ରାର୍ଥନା, ଜପଧ୍ୟାନ ଆଦି କରିବେ।

ସୂଚନାଥାଉ କି, ମୋଦି ଶୁକ୍ରବାର ନାସିକର ପଞ୍ଚବଟୀ କ୍ଷେତ୍ରର ଗୋଦାବରୀ ତଟସ୍ଥିତ କଳା ରାମ ମନ୍ଦିରରୁ ନିଜ ବ୍ରତ ଆରମ୍ଭ କରିଛନ୍ତି।

The post ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଉପବାସ ରଖିବେ ମୋଦି, ଭୂଇଁରେ ଶୋଇବା ସହ ୧୧ଦିନ ଧରି ରଖିବେ ମୌନବ୍ରତ appeared first on Dharitri Odia News.