ରାମଙ୍କ ଭକ୍ତିରେ ବିଭୋର କିଲି ପଲ୍: ଭଜନ ଗାଇ ଶେୟାର କଲେ ଭିଡିଓ
ସୋସିଆଲ ମିଡିଆରେ ନିଜର ମଜାଳିଆ ନୃତ୍ୟ ଭିଡିଓ ସହିତ ସମସ୍ତଙ୍କୁ ମନୋରଞ୍ଜନ କରୁଥିବା ପ୍ରସିଦ୍ଧ ଇନ୍ଫ୍ଲୁଏନ୍ସର କିଲି ପଲ ମଧ୍ୟ ପ୍ରଭୁ ରାମଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ରାମଙ୍କ ଭଜନ ‘ରାମ ସିୟା ରାମ’ ଲିପ୍ସିଙ୍ଗ କରୁଥିବାର ନଜର ଆସିଛନ୍ତି। ଲୋକମାନେ ତାଙ୍କର ଏହି ଭିଡିଓକୁ ପସନ୍ଦ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ kili_paul ଙ୍କ ଦ୍ୱାରା ଶେୟାର କରାଯାଇଛି, […] The post ରାମଙ୍କ ଭକ୍ତିରେ ବିଭୋର କିଲି ପଲ୍: ଭଜନ ଗାଇ ଶେୟାର କଲେ ଭିଡିଓ appeared first on Dharitri Odia News.
ସୋସିଆଲ ମିଡିଆରେ ନିଜର ମଜାଳିଆ ନୃତ୍ୟ ଭିଡିଓ ସହିତ ସମସ୍ତଙ୍କୁ ମନୋରଞ୍ଜନ କରୁଥିବା ପ୍ରସିଦ୍ଧ ଇନ୍ଫ୍ଲୁଏନ୍ସର କିଲି ପଲ ମଧ୍ୟ ପ୍ରଭୁ ରାମଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ରାମଙ୍କ ଭଜନ ‘ରାମ ସିୟା ରାମ’ ଲିପ୍ସିଙ୍ଗ କରୁଥିବାର ନଜର ଆସିଛନ୍ତି। ଲୋକମାନେ ତାଙ୍କର ଏହି ଭିଡିଓକୁ ପସନ୍ଦ କରୁଛନ୍ତି।
ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ kili_paul ଙ୍କ ଦ୍ୱାରା ଶେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି। ଭୋଜପୁରୀ ଏବଂ ହିନ୍ଦୀ ଗୀତରେ କିଲି ପଲ ଲିପ୍ସିଙ୍ଗ୍ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ସମୟ ସମୟରେ ସେମାନେ ଲୋକମାନଙ୍କୁ ଭାରତୀୟ ସଂସ୍କୃତିର ଝଲକ ଦେଖାନ୍ତି।
୨୨ଜାନୁଆରୀରେ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ସମଗ୍ର ଦେଶ ଭଗବାନ ରାମଙ୍କ ଅପେକ୍ଷା କରିଛନ୍ତି।
The post ରାମଙ୍କ ଭକ୍ତିରେ ବିଭୋର କିଲି ପଲ୍: ଭଜନ ଗାଇ ଶେୟାର କଲେ ଭିଡିଓ appeared first on Dharitri Odia News.