ରାମଚଣ୍ଡୀ କମ୍ପାନୀରେ ଆଇଟି ରେଡ, ଏକା ବେଳକେ ୪ଟି ସ୍ଥାନରେ ପଶିଗଲେ…
ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଜିଲା ମା’ ରାମଚଣ୍ଡୀ କମ୍ପାନୀର ସୋନପୁର ସ୍ଥିତ ଅଫିସ, ମାଲିକଙ୍କ ବାଇଗଣଜୁରି ସ୍ଥିତ ଭଡ଼ାଘର, ତରଭା ବ୍ଲକର କ୍ରସର୍, ବୌଦ୍ଧ ଜିଲା ବାଉଁଶୁନି ସ୍ଥିତ କ୍ରସରରେ ଆୟକାର ବିଭାଗ ( ଆଇଟି) ପକ୍ଷରୁ ରେଡ କରାଯାଉଛି । ଆୟକାର୍ ଫାଙ୍କିବା ଅଭିଯୋଗରେ ଶୁକ୍ରବାର ଭୋର ସମୟରୁ ଏହି ଚଢାଉ କରାଯାଉଛି। ଭୁବନେଶ୍ୱର ଆୟକର ବିଭାଗ କାର୍ଯ୍ୟାଳୟର ୪ ଟିଟିମ ଏକକାଳୀନ ଚଢାଉ କରୁଛନ୍ତି । ଏହି କମ୍ପାନୀ ଠିକା କାମ କରିବା ସହ […] The post ରାମଚଣ୍ଡୀ କମ୍ପାନୀରେ ଆଇଟି ରେଡ, ଏକା ବେଳକେ ୪ଟି ସ୍ଥାନରେ ପଶିଗଲେ… appeared first on Dharitri Odia News.
ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଜିଲା ମା’ ରାମଚଣ୍ଡୀ କମ୍ପାନୀର ସୋନପୁର ସ୍ଥିତ ଅଫିସ, ମାଲିକଙ୍କ ବାଇଗଣଜୁରି ସ୍ଥିତ ଭଡ଼ାଘର, ତରଭା ବ୍ଲକର କ୍ରସର୍, ବୌଦ୍ଧ ଜିଲା ବାଉଁଶୁନି ସ୍ଥିତ କ୍ରସରରେ ଆୟକାର ବିଭାଗ ( ଆଇଟି) ପକ୍ଷରୁ ରେଡ କରାଯାଉଛି । ଆୟକାର୍ ଫାଙ୍କିବା ଅଭିଯୋଗରେ ଶୁକ୍ରବାର ଭୋର ସମୟରୁ ଏହି ଚଢାଉ କରାଯାଉଛି। ଭୁବନେଶ୍ୱର ଆୟକର ବିଭାଗ କାର୍ଯ୍ୟାଳୟର ୪ ଟିଟିମ ଏକକାଳୀନ ଚଢାଉ କରୁଛନ୍ତି । ଏହି କମ୍ପାନୀ ଠିକା କାମ କରିବା ସହ କମ୍ପାନୀ ନାମରେ ୨ଟିି କ୍ରସର ୟୁନିଟ ଥିବା ଜଣାପଡ଼ିଛି l
The post ରାମଚଣ୍ଡୀ କମ୍ପାନୀରେ ଆଇଟି ରେଡ, ଏକା ବେଳକେ ୪ଟି ସ୍ଥାନରେ ପଶିଗଲେ… appeared first on Dharitri Odia News.