ରାମଚନ୍ଦ୍ରପୁର ଛକରେ ଜଳିଗଲା ହୋଟେଲ୍‌, କେହି ନିଆଁ ଲଗାଇଦେଇଥିବା ସନ୍ଦେହ

ବାଲିପାଟଣା  ୨୩/୦୫: ଅଗ୍ନିକାଣ୍ଡରେ ଜଳିଗଲା ହୋଟେଲ୍‌ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ଛକରେ ଘଟିଛି ଏହି ଅଘଟଣ । ସୂଚନା ଥାଉକି, ବୁଧବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ହୋଟେଲ୍‌ ରେ ଥିବା ସମଗ୍ର ସାମଗ୍ରୀ ବି ଭସ୍ମୀଭୂତ ହୋଇଛି । ତେବେ କେହି ଦୁର୍ବୃତ୍ତ ହୋଟେଲରେ ନିଆଁ ଲଗାଇ ଦେଇଥିବା ହୋଟେଲ ମାଲିକ ଗୋପନ ହୋତା ସନ୍ଦେହ କରିଛନ୍ତି ।

ରାମଚନ୍ଦ୍ରପୁର ଛକରେ ଜଳିଗଲା ହୋଟେଲ୍‌, କେହି ନିଆଁ ଲଗାଇଦେଇଥିବା ସନ୍ଦେହ

ବାଲିପାଟଣା  ୨୩/୦୫: ଅଗ୍ନିକାଣ୍ଡରେ ଜଳିଗଲା ହୋଟେଲ୍‌ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ଛକରେ ଘଟିଛି ଏହି ଅଘଟଣ । 

ସୂଚନା ଥାଉକି, ବୁଧବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ହୋଟେଲ୍‌ ରେ ଥିବା ସମଗ୍ର ସାମଗ୍ରୀ ବି ଭସ୍ମୀଭୂତ ହୋଇଛି । ତେବେ କେହି ଦୁର୍ବୃତ୍ତ ହୋଟେଲରେ ନିଆଁ ଲଗାଇ ଦେଇଥିବା ହୋଟେଲ ମାଲିକ ଗୋପନ ହୋତା ସନ୍ଦେହ କରିଛନ୍ତି ।