ରାମଲାଲାଙ୍କ ଆଳତି ସମୟରେ ସେନା ହେଲିକପ୍ଟରରୁ ହେବ ପୁଷ୍ପବର୍ଷା, ଅତିଥିଙ୍କ ହାତରେ ରହିବ ଘଣ୍ଟି

ଆଜି ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ଆଉ ମାତ୍ର ଅଳ୍ପ କିଛି ସମୟ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ, ସେହି ସମୟରେ ଶ୍ରୀରାମଙ୍କ ଆଳତି ଅନୁଷ୍ଠିତ ହେବ । ଆଳତି ସମୟରେ ସମସ୍ତ ଅତିଥିଙ୍କ ହାତରେ ଘଣ୍ଟି ରହିବ । ଏହାସହିତ ଆଳତି ଚାଲିଥିବା ବେଳେ ସେନାର ହେଲିକପ୍ଟର ଅଯୋଧ୍ୟାରେ ପୁଷ୍ପବର୍ଷା କରିବେ । ୩୦ ଜଣ କଳାକାର ବିଭିନ୍ନ ଭାରତୀୟ […] The post ରାମଲାଲାଙ୍କ ଆଳତି ସମୟରେ ସେନା ହେଲିକପ୍ଟରରୁ ହେବ ପୁଷ୍ପବର୍ଷା, ଅତିଥିଙ୍କ ହାତରେ ରହିବ ଘଣ୍ଟି appeared first on KNews Odisha.

ରାମଲାଲାଙ୍କ ଆଳତି ସମୟରେ ସେନା ହେଲିକପ୍ଟରରୁ ହେବ ପୁଷ୍ପବର୍ଷା, ଅତିଥିଙ୍କ ହାତରେ ରହିବ ଘଣ୍ଟି
helicaptor

ଆଜି ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ଆଉ ମାତ୍ର ଅଳ୍ପ କିଛି ସମୟ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ, ସେହି ସମୟରେ ଶ୍ରୀରାମଙ୍କ ଆଳତି ଅନୁଷ୍ଠିତ ହେବ । ଆଳତି ସମୟରେ ସମସ୍ତ ଅତିଥିଙ୍କ ହାତରେ ଘଣ୍ଟି ରହିବ ।

ଏହାସହିତ ଆଳତି ଚାଲିଥିବା ବେଳେ ସେନାର ହେଲିକପ୍ଟର ଅଯୋଧ୍ୟାରେ ପୁଷ୍ପବର୍ଷା କରିବେ । ୩୦ ଜଣ କଳାକାର ବିଭିନ୍ନ ଭାରତୀୟ ବାଦ୍ୟଯନ୍ତ୍ର ବାଦନ କରିବେ ।

ମନ୍ଦିର ପ୍ରଶାସନ ଅନୁସାରେ, ସେନାର ହେଲିକପ୍ଟର ଅଯୋଧ୍ୟାରେ ପୁଷ୍ପବର୍ଷା କରିବେ । ଆଳତି ସମୟରେ ସମସ୍ତ ଅତିଥିଙ୍କୁ ଘଣ୍ଟି ପ୍ରଦାନ କରାଯିବ, ସେମାନେ ଆଳତି ସମୟରେ ଘଣ୍ଟି ବଜାଇବେ । ସମସ୍ତ କଳାକାର ଗୋଟିଏ ସୁରରେ ବାଦ୍ୟଯନ୍ତ୍ର ବଜାଇବେ ।

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ଦେଶ, ଦୁନିଆରୁ ହଜାର ହଜାର ଶ୍ରଦ୍ଧାଳୁ ଅଯୋଧ୍ୟା ମାଟିରେ ପହଞ୍ଚିଛନ୍ତି ।

The post ରାମଲାଲାଙ୍କ ଆଳତି ସମୟରେ ସେନା ହେଲିକପ୍ଟରରୁ ହେବ ପୁଷ୍ପବର୍ଷା, ଅତିଥିଙ୍କ ହାତରେ ରହିବ ଘଣ୍ଟି appeared first on KNews Odisha.