ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ମମତାଙ୍କ ସର୍ବଧର୍ମ ରାଲି, କାଳୀଘାଟ ମନ୍ଦିରରେ କଲେ ପୂଜା

କୋଲକାତା,୨୨।୧: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଲକାତାରେ ଏକ ସର୍ବଧର୍ମ ସଦ୍ଭବ ରାଲି କରିଛନ୍ତି। ହାଜରା ମୋଡରୁ ଆରମ୍ଭ ହୋଇଥିବା ଏହି ସର୍ବଧର୍ମ ରାଲିରେ ସମସ୍ତ ଧର୍ମର ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ରାଲିକୁ ନେଇ ମମତା କହିଛନ୍ତି, ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଧର୍ମନିରପେକ୍ଷତା ଆମ ଦେଶକୁ ଏକତ୍ର କରେ। ପାର୍କ ସର୍କସ ଗ୍ରାଉଣ୍ଡରେ ଏକ ବିଶାଳ ସଭା ସହିତ ଏହି ରାଲିର ଶେଷ ହେବ। […] The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ମମତାଙ୍କ ସର୍ବଧର୍ମ ରାଲି, କାଳୀଘାଟ ମନ୍ଦିରରେ କଲେ ପୂଜା appeared first on Dharitri Odia News.

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ମମତାଙ୍କ ସର୍ବଧର୍ମ ରାଲି, କାଳୀଘାଟ ମନ୍ଦିରରେ କଲେ ପୂଜା

କୋଲକାତା,୨୨।୧: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଲକାତାରେ ଏକ ସର୍ବଧର୍ମ ସଦ୍ଭବ ରାଲି କରିଛନ୍ତି। ହାଜରା ମୋଡରୁ ଆରମ୍ଭ ହୋଇଥିବା ଏହି ସର୍ବଧର୍ମ ରାଲିରେ ସମସ୍ତ ଧର୍ମର ଲୋକମାନେ ଅଂଶଗ୍ରହଣ କରିଛନ୍ତି।

ଏହି ରାଲିକୁ ନେଇ ମମତା କହିଛନ୍ତି, ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଧର୍ମନିରପେକ୍ଷତା ଆମ ଦେଶକୁ ଏକତ୍ର କରେ। ପାର୍କ ସର୍କସ ଗ୍ରାଉଣ୍ଡରେ ଏକ ବିଶାଳ ସଭା ସହିତ ଏହି ରାଲିର ଶେଷ ହେବ। ରାଲି ପୂର୍ବରୁ ମମତା କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ମମତାଙ୍କ ସର୍ବଧର୍ମ ରାଲି, କାଳୀଘାଟ ମନ୍ଦିରରେ କଲେ ପୂଜା appeared first on Dharitri Odia News.