ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରରେ ପାଇଲେ ଓଡ଼ିଆ ବୈଜ୍ଞାନିକ ଡ. ଦିଗେନ୍ଦ୍ର ନାଥ ସ୍ୱାଇଁ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ ଡ. ଦିଗେନ୍ଦ୍ର ନାଥ ସ୍ୱାଇଁ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନ ଠାରେ ୨୦୨୪ ବର୍ଷ ପାଇଁ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି । ତିରୁବନନ୍ତପୁରମ ସ୍ଥିତ ଇସ୍ରୋର ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟରରେ କାଯ୍ୟର୍ରତ ଡ. ଦିଗେନ୍ଦ୍ର ନାଥ ମହାକାଶ ବିଜ୍ଞାନ ଗବେଷଣା […] The post ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରରେ ପାଇଲେ ଓଡ଼ିଆ ବୈଜ୍ଞାନିକ ଡ. ଦିଗେନ୍ଦ୍ର ନାଥ ସ୍ୱାଇଁ appeared first on KNews Odisha.

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରରେ ପାଇଲେ ଓଡ଼ିଆ ବୈଜ୍ଞାନିକ ଡ. ଦିଗେନ୍ଦ୍ର ନାଥ ସ୍ୱାଇଁ
DIGENDRA NATH

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ ଡ. ଦିଗେନ୍ଦ୍ର ନାଥ ସ୍ୱାଇଁ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନ ଠାରେ ୨୦୨୪ ବର୍ଷ ପାଇଁ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି । ତିରୁବନନ୍ତପୁରମ ସ୍ଥିତ ଇସ୍ରୋର ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟରରେ କାଯ୍ୟର୍ରତ ଡ. ଦିଗେନ୍ଦ୍ର ନାଥ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ପାଇଁ ପୁରସ୍କୃତ କରାଯାଇଛି ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମି ଅଞ୍ଚଳରେ ଜନ୍ମ ଡ. ଦିଗେନ୍ଦ୍ର ନାଥ ସ୍ୱାଇଁଙ୍କର । ସେ ହେଉଛନ୍ତି ଲଞ୍ଚ ଭେଇକଲ୍‌ ଷ୍ଟ୍ରକଚରାଲ ଇଞ୍ଜିନିୟରିଂରେ ଜଣେ ପ୍ରୟୋଗାତ୍ମକ ବୈଷୟିକ ବିଶେଷଜ୍ଞ ଭାବେ କାର୍ଯ୍ୟରତ । ଅନେକ ରକେଟ୍‌ ପରୀକ୍ଷଣରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ତାଙ୍କୁ ମିଳିଛି ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟନାଗର ପୁରସ୍କାର ।

The post ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରରେ ପାଇଲେ ଓଡ଼ିଆ ବୈଜ୍ଞାନିକ ଡ. ଦିଗେନ୍ଦ୍ର ନାଥ ସ୍ୱାଇଁ appeared first on KNews Odisha.