ରାସନ୍ କାର୍ଡ ପାଇଁ ରାତି ଅଧରୁ ବ୍ଲକରେ ଅଧିଆ ପଡିଲେ

ଅନେକ ମହିଳା ରାସନ କାର୍ଡ ପାଇଁ ଲମ୍ବା ଲାଇନରେ ଠିଆ ହେଉଛନ୍ତି । ସେଥିରୁ ବାଦ ପଡିନାହାନ୍ତି ଛୋଟପିଲା, ଗର୍ଭବତୀ ଓ ଦିବ୍ୟାଙ୍ଗ।

ରାସନ୍ କାର୍ଡ ପାଇଁ ରାତି ଅଧରୁ ବ୍ଲକରେ ଅଧିଆ ପଡିଲେ
Array