ରାସ୍ତା ସାଜିଛି ମୃତ୍ୟୁର ଯନ୍ତା: ରାସ୍ତା ନିର୍ମାଣ ଦାବିରେ ଜୟପୁର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାସ୍ତାର ଅବସ୍ଥା ଶୋଚନୀୟ। କୋରାପୁଟ ଜିଲ୍ଲାର ମୁଖ୍ୟ ରାସ୍ତା ହେଉଛି ବୋରିଗୁମ୍ମା ରାଣୀଗଡ଼ ରାସ୍ତା। ଏବେ ଏହି ରାସ୍ତା ମୃତ୍ୟୁର... The post ରାସ୍ତା ସାଜିଛି ମୃତ୍ୟୁର ଯନ୍ତା: ରାସ୍ତା ନିର୍ମାଣ ଦାବିରେ ଜୟପୁର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ appeared first on .

ରାସ୍ତା ସାଜିଛି ମୃତ୍ୟୁର ଯନ୍ତା: ରାସ୍ତା ନିର୍ମାଣ ଦାବିରେ ଜୟପୁର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାସ୍ତାର ଅବସ୍ଥା ଶୋଚନୀୟ। କୋରାପୁଟ ଜିଲ୍ଲାର ମୁଖ୍ୟ ରାସ୍ତା ହେଉଛି ବୋରିଗୁମ୍ମା ରାଣୀଗଡ଼ ରାସ୍ତା। ଏବେ ଏହି ରାସ୍ତା ମୃତ୍ୟୁର ଯନ୍ତା ସାଜିଛି।ଦୁର୍ଘଟଣାରେ ପ୍ରତିଦିନ ଲୋକଙ୍କୁ ଜୀବନ ଯାଉଛି। ଖାଲି ସେତିକି ନୁହେଁ ଆମ୍ବୁଲାନ୍ସ ବି ଯିବା ଆସିବା କଷ୍ଟକର ହୋଇପଡିଛି । ରାସ୍ତା ନିର୍ମାଣ ଦାବିରେ ଜୟପୁର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି।

The post ରାସ୍ତା ସାଜିଛି ମୃତ୍ୟୁର ଯନ୍ତା: ରାସ୍ତା ନିର୍ମାଣ ଦାବିରେ ଜୟପୁର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ appeared first on .