ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଅନେକ ଲୋକ ଫସି ରହିଥିବା ଆଶଙ୍କା

ମୁମ୍ବାଇ,୬।୯: ମୁମ୍ବାଇର ମିଲ୍ସ ଅଞ୍ଚଳରେ ଥିବା ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ରେ ଏହି ଘଟଣା ଘଟିଥିବା କୁହାଯାଉଛି। ନିଆଁ ଲାଗିଥିବା ବିଲଡିଂରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ନିଆଁକୁ କାବୁ କରିବାକୁ ଘଟଣାସ୍ଥଳରେ ୯ଟି ଦମକଳ ଗାଡି ପହଞ୍ଚିଥିବା ଜଣାପଡିଛି। ନିଆଁଲିଭା କାର୍ଯ୍ୟ ଯୋରସୋରରେ ଚାଲିଛି। ତେବେ ଏଠାରେ କ’ଣ ପାଇଁ ନିଆଁ ଲାଗିଲା ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସୂଚନାଯୋଗ୍ୟ, […] The post ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଅନେକ ଲୋକ ଫସି ରହିଥିବା ଆଶଙ୍କା appeared first on Dharitri Odia News.

ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଅନେକ ଲୋକ ଫସି ରହିଥିବା ଆଶଙ୍କା

ମୁମ୍ବାଇ,୬।୯: ମୁମ୍ବାଇର ମିଲ୍ସ ଅଞ୍ଚଳରେ ଥିବା ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ରେ ଏହି ଘଟଣା ଘଟିଥିବା କୁହାଯାଉଛି। ନିଆଁ ଲାଗିଥିବା ବିଲଡିଂରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ନିଆଁକୁ କାବୁ କରିବାକୁ ଘଟଣାସ୍ଥଳରେ ୯ଟି ଦମକଳ ଗାଡି ପହଞ୍ଚିଥିବା ଜଣାପଡିଛି। ନିଆଁଲିଭା କାର୍ଯ୍ୟ ଯୋରସୋରରେ ଚାଲିଛି। ତେବେ ଏଠାରେ କ’ଣ ପାଇଁ ନିଆଁ ଲାଗିଲା ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସୂଚନାଯୋଗ୍ୟ, କମଲା ମିଲ୍ସ କମ୍ପାଉଣ୍ଡରେ ସ୍ଥିତ ଏହି ଟାଓ୍ବାରଏକ ବ୍ୟବସାୟିକ ବିଲଡିଂ ଅଟେ।

The post ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଅନେକ ଲୋକ ଫସି ରହିଥିବା ଆଶଙ୍କା appeared first on Dharitri Odia News.