ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଲା, କୋର୍ଟରେ ହେବେ ହାଜର
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଅଢୁଆ ବଢିଛି। କଂଗ୍ରେସ ନେତା ଶୁକ୍ରବାର ବେଙ୍ଗାଲୁରୁର ଏକ କୋର୍ଟରେ ହାଜର ହେବେ। ରିପୋର୍ଟ ଅନୁଯାୟୀ ଭାଜପା ଏମଏଲସି କେଶବ ପ୍ରସାଦ କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସ୍ଥାନୀୟ ଖବରକାଗଜରେ ଭାଜପାକୁ ଦୁର୍ନୀତିଗ୍ରସ୍ତ କହିଥିବା ବିଜ୍ଞାପନ ସମ୍ପର୍କରେ ସେ ଏକ ପିଟିଶନ ଦାଖଲ କରିଥିଲେ। ଭାଜପା ଦାଖଲ କରିଥିବା ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଆସନ୍ତାକାଲି ବେଙ୍ଗାଲୁରୁ […] The post ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଲା, କୋର୍ଟରେ ହେବେ ହାଜର appeared first on Dharitri Odia News.
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଅଢୁଆ ବଢିଛି। କଂଗ୍ରେସ ନେତା ଶୁକ୍ରବାର ବେଙ୍ଗାଲୁରୁର ଏକ କୋର୍ଟରେ ହାଜର ହେବେ। ରିପୋର୍ଟ ଅନୁଯାୟୀ ଭାଜପା ଏମଏଲସି କେଶବ ପ୍ରସାଦ କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସ୍ଥାନୀୟ ଖବରକାଗଜରେ ଭାଜପାକୁ ଦୁର୍ନୀତିଗ୍ରସ୍ତ କହିଥିବା ବିଜ୍ଞାପନ ସମ୍ପର୍କରେ ସେ ଏକ ପିଟିଶନ ଦାଖଲ କରିଥିଲେ।
ଭାଜପା ଦାଖଲ କରିଥିବା ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଆସନ୍ତାକାଲି ବେଙ୍ଗାଲୁରୁ ସ୍ଥାନୀୟ କୋର୍ଟରେ ହାଜର ହେବେ।
The post ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଲା, କୋର୍ଟରେ ହେବେ ହାଜର appeared first on Dharitri Odia News.