ରାହୁଲଙ୍କ ଏହି ପ୍ରଶ୍ନ ଶୁଣି ଚିହିଙ୍କି ଉଠିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ,୨୨ା୭: ସୋମବାର ଆରମ୍ଭ ହୋଇଛି ଲୋକ ସଭାର ଅଧିବେଶନ। ଆରମ୍ଭରୁ ପାର୍ଲାମେଣ୍ଟରେ ପେପର ଲିକ୍ ପ୍ରସଙ୍ଗ ପୁଣି ଥରେ ଉଠିଛି। କଂଗ୍ରେସ ଏମ୍ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ଅନେକ ତ୍ରୁଟି ଦେଖାଦେଇଛି। ଶିକ୍ଷାମନ୍ତ୍ରୀ ସମସ୍ତଙ୍କର ଅଭାବକୁ ଗଣନା କରିଥିଲେ, କିନ୍ତୁ ନିଜର ଗଣନା କରି ନ ଥିଲେ। ରାହୁଲ କହିଛନ୍ତି, ଶିକ୍ଷାମନ୍ତ୍ରୀଙ୍କୁ ମୋର ପ୍ରଶ୍ନ ହେଉଛି, ଆପଣ ଏହି ସମସ୍ୟାର ସମାଧାନ ପାଇଁ କଣ କରୁଛନ୍ତି? […] The post ରାହୁଲଙ୍କ ଏହି ପ୍ରଶ୍ନ ଶୁଣି ଚିହିଙ୍କି ଉଠିଲେ ଧର୍ମେନ୍ଦ୍ର appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୭: ସୋମବାର ଆରମ୍ଭ ହୋଇଛି ଲୋକ ସଭାର ଅଧିବେଶନ। ଆରମ୍ଭରୁ ପାର୍ଲାମେଣ୍ଟରେ ପେପର ଲିକ୍ ପ୍ରସଙ୍ଗ ପୁଣି ଥରେ ଉଠିଛି। କଂଗ୍ରେସ ଏମ୍ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ଅନେକ ତ୍ରୁଟି ଦେଖାଦେଇଛି। ଶିକ୍ଷାମନ୍ତ୍ରୀ ସମସ୍ତଙ୍କର ଅଭାବକୁ ଗଣନା କରିଥିଲେ, କିନ୍ତୁ ନିଜର ଗଣନା କରି ନ ଥିଲେ। ରାହୁଲ କହିଛନ୍ତି, ଶିକ୍ଷାମନ୍ତ୍ରୀଙ୍କୁ ମୋର ପ୍ରଶ୍ନ ହେଉଛି, ଆପଣ ଏହି ସମସ୍ୟାର ସମାଧାନ ପାଇଁ କଣ କରୁଛନ୍ତି?
ରାହୁଲଙ୍କ ଏହି ପ୍ରଶ୍ନ ଶୁଣି ଚିହିଙ୍କି ଉଠିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପେପର ଲିକ୍ ନେଇ କୌଣସି ପ୍ରମାଣ ନାହିଁ କିନ୍ତୁ କିଛି ଘଟଣା ଘଟିଛି। ଏବେ ଏହି ମାମଲା ସୁପ୍ରିମକୋର୍ଟରେ ଚାଲିଛି।
The post ରାହୁଲଙ୍କ ଏହି ପ୍ରଶ୍ନ ଶୁଣି ଚିହିଙ୍କି ଉଠିଲେ ଧର୍ମେନ୍ଦ୍ର appeared first on Dharitri Odia News.